ବାଣ ନଈ ଗ୍ରାମରେ ଚାଲିଥିବା ଠାକୁରାଣୀ ମନ୍ଦିର ର ପୂର୍ଣ୍ଣାହୁତି ଉତ୍ସବ ପାଳିତ

ଆଜତକ ଓଡ଼ିଶା
0


ଗଂଜାମ : ଗଂଜାମ ପୁରୁଷୋତ୍ତମ ପୁର,ଵାଣ ନ ଇ ଦୀର୍ଘ ଦିନ ଧରି ହୋଇଥିବା ଠାକୁରାଣୀ ମନ୍ଦିର ହୋଇ ଥିଲେ ସୁଦ୍ଧା ତାହା ପ୍ରତିଷ୍ଠା ହୋଇ ନଥିବାରୁ ଗ୍ରାମର ତଥା ଜଗତ ର ମଙ୍ଗଳ ପାଇଁ ଏହି ମନ୍ଦିର ପ୍ରତିଷ୍ଠା,ଯଂଜ୍ଞକର୍ତ୍ତା, ପରିଚାଳନା ଓ ବିଦ୍ୱାନପଣ୍ଡିତ ଓ ପୁରୋହିତ ଙ୍କ ତତ୍ୱାବଧାନ ରେ ଏହିକାର୍ଯ୍ୟ ସମାପନ ହୋଇ ଯାଇଛି । ଏହିଯଜ୍ଞ କାର୍ଯ୍ୟରେ କର୍ତ୍ତା ଭାବେ ରାଜେନ୍ଦ୍ର ପ୍ରସାଦ ପାତ୍ର, ହୀନ ପ୍ରସାଦ ପାତ୍ର, ରାଜେନ୍ଦ୍ର ପାଣିଗ୍ରାହୀ ଓ କମିଟି ଭାବେ ଦିବାକର ନାହାକ, ହୀନ ନାହାକ, ମନୋଜ ପାତ୍ର, ଏବଂ ଗ୍ରାମବାସୀ, ମହିଳା ମାନେ ସମ୍ପୂର୍ଣ ସହଯୋଗ କରିଥିଲେ । ଗତ କିଛିଦିନ ତଳେ ଆରମ୍ଭ ହୋଇଥିବା ଯଂଜ୍ଞ ଗତକାଲି ପୂର୍ଣ୍ଣାହୁତି ହୋଇଛି । ଏହି ଯଂଜ୍ଞ ରେ ଦୀକ୍ଷା ଗ୍ରହଣ, କଳସ ଯାତ୍ରା,ବନଯାଗ ଅଙ୍କୁରା ରୋପଣ, ରତ୍ନ ମୁଦ ହୋଇ ଘୃତ ଯଂଜ୍ଞ, ନାମଯଂଜ୍ଞ, ଅନ୍ନ ଯଂଜ୍ଞ ଓ ଦେବୀଙ୍କୁ ମନ୍ଦିରେ ପ୍ରବେଶ କରି ପୂର୍ଣ୍ଣା ହୂତି କାର୍ଯ୍ୟ ସମୁର୍ଣ ହୋଇ ଥିଲା । ସମସ୍ତ ଗ୍ରାମ ଭାସି ଓ ଭକ୍ତ ମାନେ ସହଯୋଗ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default