ଅଚଣ୍ଡା ମହୁଲପାଳି ରେ ୫୫ତମ ମା ମହାଲକ୍ଷ୍ମୀ ଙ୍କ ମାଣବସା ଗୁରୁବାର ବ୍ରତ ପାଳିତ

ଆଜତକ ଓଡ଼ିଶା
0


ବୀରମହାରାଜପୁର, ୪/୧୨ (ଚୈତନ୍ୟ ଭୁକ୍ତା) : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କେନଝରିଆପାଲି ପଂଚାୟତ ଅଚଣ୍ଡା ମହୁଲପାଳୀ ଠାରେ ୫୫ତମ ମହାଲକ୍ଷ୍ମୀ ଙ୍କ ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ଆଜି ସକାଳୁ ନିକଟସ୍ତ ବନ୍ଧ ରୂ ପାଣି ଆଣି ପୂଜା ମଣ୍ଡପ ରେ କଳସ ସ୍ଥାପନ କରି ମହାଲଷ୍ମୀ ଙ୍କ ପୂଜା ଆରମ୍ଭ ହୋଇଛି,ଏହି ପୂଜା ୩ ଦିନ ଧରି ହେବାକୁ ଥିବା ବେଳେ କାଲି ସକାଳୁ ଅଷ୍ଟପ୍ରହରୀ ନାମଯଜ୍ଞ ଓ ପରଦିନ ସୁନ୍ଦରକାଣ୍ଡ ପରାୟଣ ହେବ ବୋଲି ସୂଚନା ମିଳିଛି ପୂଜକ ଭାବରେ ଭୀଷ୍ମ ପାଣିଗ୍ରାହୀ, କର୍ତା ଭାବରେ ମାଧବ ପଧାନ, କୈଳାସ ପଧାନ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି। ଗୋପବନ୍ଧୁ ପଧାନ.ପ୍ରହଲ୍ଲାଦ ଗାଈଗରିଆ, ବିଶ୍ଵମ୍ବର ପଧାନ, ଅର୍ଜୁନ ପଧାନ, ଇଶ୍ୱର ଗାଈଗରିଆ ଆଶୁତୋଷ ପଧାନ, ପରମା ପଧାନ ଭୁବନ ବଗର୍ତି ରଞ୍ଜନ ପଧାନ ଆନନ୍ଦ ପଧାନ, ନୀଳାଞ୍ଚଳ ଗାଈଗରିଆ , ମଣ୍ଟୁ ପଧାନ . ଶୁକଦେବ ପଧାନ ଲବ ଓ ଅଚଣ୍ଡା ମହୁଲପାଳି ର ଗ୍ରାମବାସୀ ସହଯୋଗ କରୁଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default