ହିଞ୍ଜିଳିକାଟୁ ; କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ବର୍ଣ୍ଣ ପଦକ ପୁରସ୍କାର ପାଇ ଉଚ୍ଚ ପ୍ରଶଂସିତ ହେଇଥିବା ଶିକ୍ଷକ , ଜ୍ୟୋତିର୍ବିଦ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ଶର୍ମା ଆବିର୍ଭାବ ୨୫/୦୬/୧୯୫୫ ତିରୋଧାନ ୨୯/୦୨/୨୦୨୬ ତାଙ୍କର ପୈତୃକ ଗ୍ରାମ ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ପୁଟିଆପଦର ଗ୍ରାମପଞ୍ଚାୟତର ଦୟାନିଧିପୁରଶାସନରେ ବୈଦିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ ଜଣେ ପୁରୋହିତ , ଜାତକ ଦର୍ପଣ ପରିବେଷଣ ସହ ଜଣେ ପଣ୍ଡିତ ଭାବେ ଗଞ୍ଜାମ ଜିଲ୍ଲାରେ ଲୋକପ୍ରିୟ ଥିଲେ । ଜଣେ ସାହାସୀ,ପରୋପକାରୀ ମିଷ୍ଟଭାଷୀ ଓ ସମାଜସେବାରେ ଅଗ୍ରଣୀ ଭୂମିକା ସେ ନେଇଥିଲେ। ଶେରଗଡ଼ ବ୍ଲକରେ ପଣ୍ଡିତ ଶିକ୍ଷକତା କରି ସେହି ସ୍କୁଲରେ ହିଁ ଅବସରରେ ଗ୍ରହଣ କରିଥିଲେ । ତାଙ୍କର ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଦ୍ବାଦଶାହ ଶ୍ରାଦ୍ଧ ଉତ୍ସବ ଉପସ୍ଥିତ ରହି , ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ତାଙ୍କ ଆତ୍ମର ସଦଗତି ପାଇଁ ଗୋଟିଏ ମିନିଟ ନିରବରେ ପ୍ରାର୍ଥନା ହୋଇଥିଲା । ତାଙ୍କ ଝିଅ ଓ ପୁଅ ବୋହୂ ନାତିନାତୁଣୀ ବନ୍ଧୁ ବାନ୍ଧବ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ।
ଦ୍ବାଦଶାହ ଶ୍ରାଦ୍ଧ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
Thursday, March 05, 2026
0