ଭବାନୀପାଟଣା ୦୯/୨ ବୃନ୍ଦାବନ ଗାର୍ଡେନ ଇଂନରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ନୂତନ କର୍ମକର୍ତ୍ତା ଚୟନ ହୋଇ ଯାଇଛି । କାର୍ଯ୍ୟକ୍ରମ ରେ ମୂଖ୍ୟଅତିଥି ରାଜ୍ୟ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ,ରାଜ୍ୟ ଉପ ସଭାପତି ଦୀପକ ରଞ୍ଜନ ଦାସ,ଜିଲ୍ଲା ସଭାପତି ବୀରେନ୍ଦ୍ର ବାଗ,ଯୋଗ ଦେଇଥିଲେ । କେସିଙ୍ଗା ବ୍ଲକ ସଭାପତି ସୁରେନ୍ଦ୍ର ଦୋରା,ସ୍ୱାଗତ ଭାଷଣ ଦେଇଥିଲେ । କେସିଙ୍ଗା ବ୍ଲକ ଶିକ୍ଷକ ସଂଘ ର ସମ୍ପାଦକ ତପନ ଦାସ,ଜିଲ୍ଲା କୋର କମିଟି ସଦସ୍ୟ,ଜିଲ୍ଲା କର୍ମକର୍ତ୍ତା,୧୩ ଟି ବ୍ଲକ ର ସଭାପତି ସମ୍ପାଦକ ଓ କାଉନସିଲର ସଭ୍ୟ ଉପସ୍ଥିତ ନୂତନ କର୍ମକର୍ତ୍ତା ଚୟନ କରିଥିଲେ । ଏଥିରେ ଜିଲ୍ଲା ସଭାପତି ଭାବେ ପଦ୍ମଲୋଚନ ନାଏକ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପଧାନ,ଜିଲ୍ଲା ଉପସଭାପତି ସୁରେନ୍ଦ୍ର ଦୋରା,ଉପ ସଭାନେତ୍ରୀ ବସୁମତୀ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ ନାୟକ, ଜିଲ୍ଲା ଯୁଗ୍ମ ସମ୍ପାଦକ ତରଙ୍ଗ ଚଣ୍ଡୀ,ସୁବାସ ବାଗ,ବେଣୁଧର ବିଶ୍ୱାଳ,ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ଶିବ ପ୍ରସାଦ ଦାସ,ଜିଲ୍ଲା ସଂଯୋଜକ କ୍ଷୀରୋଦ ସାହୁ,ଓ କୋଷାଧକ୍ଷ ଭାବେ ତପନ ବେହେରା ନିର୍ବାଚିତ ହୋଇଥିଲେ । ସିଆରସିସି ଗୋବିନ୍ଦ ବାଗ,ଏବଂବରିଷ୍ଠ ଶିକ୍ଷକ ବିକ୍ରମ ଦେବ ସାହୁ ମଞ୍ଚ ପରିଚାଳନା କରିଥିଲେ । ଚନ୍ଦ୍ରଧ୍ୱଜ ନାଗ ଧନ୍ୟବାଦ ଦେଇଥିଲେ ।
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ହେଲେ ପଦ୍ମଲୋଚନ ନାଏକ
Monday, February 09, 2026
0