ସମସରପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ୧୯୮୬ ମସିହା ମାଟ୍ରିକ ପରୀକ୍ଷାର୍ଥୀ ଙ୍କ ବନ୍ଧୁ ମିଳନ

ଆଜତକ ଓଡ଼ିଶା
0

ମାହାଙ୍ଗା : (ଅଶୋକ ଦାସ) ମାହାଙ୍ଗା ବ୍ଲକ କଇଥା ଗ୍ରାମ ପଞ୍ଚାୟତ ସ୍ଥିତ ସମସରପୁର ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ୧୯୮୬ ମସିହା ର ଛାତ୍ର ଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଦୀର୍ଘ ଦିନ ର ବେବଧାନ ରେ ବିଦ୍ୟାଳୟ ରେ ପଢ଼ୁ ଥିବା ସମୟର ଅଭୁଲା ସ୍ମୃତି କୁ ମନେ ପକାଇ ସମସ୍ତେ ଆନନ୍ଦ ଅନୁଭବ କରିଥିଲେ। ଅନସୁୟା ସାହୁ, ଅନିତା ତ୍ରିପାଠୀ, କନକଲତା ଶତପଥୀ, ସୁବ୍ରତ ମହାନ୍ତି, ପ୍ରଦୀପ୍ତ ବେହେରା, ଉମାକାନ୍ତ ମହାନ୍ତି, ନୀଳକଣ୍ଠ ବ୍ରହ୍ମା, ପ୍ରମୋଦ ମଲିକ, କୈଳାସ ସାମଲ, ନଟବର ମଲିକ, ହରି ବରାଳ, ରବୀନ୍ଦ୍ର ବେହେରା, ରମେଶ ସାହୁ, ରବୀନ୍ଦ୍ର ନାୟକ, ସୁଲେଖ ସାହୁ, ନାରାୟଣ ମହାରଣା, ବିଭୂତି ବେହେରା, ରବୀନ୍ଦ୍ର ପ୍ରଧାନ, ରବୀନ୍ଦ୍ର ନାୟକ, ଅଜୟ ମଲିକ, ରମାକାନ୍ତ ବେହେରା, ସୁମନ୍ତ ସାହୁ ଙ୍କ ସମେତ ବହୁ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।ଶେଷରେ ନିକଟ ରେ ଥିବା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ଖାତା, କଲମ, ବହି ପ୍ରଦାନ କରାଯାଇଥିଲା।

Post a Comment

0 Comments

Please Select Embedded Mode To show the Comment System.*

3/related/default