ନୂଆପଡ଼ା ଜିଲ୍ଲାରେ ଖରିଫ ଧାନ ସଂଗ୍ରହରେ ବହୁ ଅବ୍ୟବସ୍ଥା ଦେଖାଦେଇଛି। ଏହାର ପ୍ରତିବାଦରେ ଆଜି ବିଜେଡି ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି। ବିଜେଡି ଜିଲ୍ଲା ସଭାପତି ଅବନୀ ରଂଜନ ଯୋଶୀଙ୍କ ନେତୃତ୍ୱରେ ଶତାଧୂକ ବିଜେଡି ନେତା, କର୍ମୀ ଓ ସମର୍ଥକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ସମ୍ମୁଖକୁ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଥିଲେ। ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅବହେଳା ହେତୁ ଚାଷୀଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଏବର୍ଷ ଜିଲ୍ଲାରେ ୫୧ହଜାର ୩୪୧ଜଣ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାରେ ବିଳମ୍ବରେ ମଣ୍ଡି ଖୋଲିବା ସହ ଧାନସଂଗ୍ରହରେ ଅଚଳାବସ୍ଥା ଜାରି ରହିଥିବାରୁ ବହୁଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଛନ୍ତି । ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରୁ ବଞ୍ଚିତ ହେବା ସହ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଚଳିତବର୍ଷ ରାଜ୍ୟ ସରକାର ୭୩ଲକ୍ଷ ମ୍ୟାଟ୍ରିକ ଟନ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖୁଛନ୍ତି। କିନ୍ତୁ ବ ବର୍ତ୍ତମାନ ସୁଦ୍ଧା ୩୦.୪୯ଲକ୍ଷ ମ୍ୟାଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଚାଷୀଙ୍କ ଧାନ ସଂଗ୍ରହରେ ସରକାର ଓ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି। ଏଥରେ ଚାଷୀଙ୍କ ଆୟ କମିବା ସହ ଅର୍ଥନୈତିକଦୁରାବସ୍ଥାଦେଖାଦେଇଛିବିନାକଟନୀଛଟନୀରେ ଧାନସଂଗ୍ରହ ହେଉନଥୁବାରୁ ।ଚାଷୀ ବହୁ କ୍ଷତି ସହୁଛନ୍ତି। ପ୍ରଶାସନର ଅବହେଳାହେତୁଚାଷୀଙ୍କଧାନମିଲର୍ସଉଠାଉନଥିବାରୁମଣ୍ଡିରେଅଚଳାବସ୍ଥାଜାରିରହୁଛିକେନ୍ଦ୍ରସରକାରଧାନରସର୍ବନିମ୍ନସହାୟକ ମୂଲ୍ୟରେ ୬୯ଟଙ୍କାବୃଦ୍ଧିକରିଛନ୍ତିଏଣୁରାଜ୍ୟସରକାରଙ୍କବୋନସକୁମିଶାଇଚଚାଷୀଙ୍କୁକ୍ରିଣ୍ଟାଲପିଛା୩୧୬୯ଟଙ୍କାଦେବାକଥାକିନ୍ତୁଏବେଚାଷୀଙ୍କୁ୩୧୦୦ଟଙ୍କା ମିଳୁଛି। ଚାଷୀଙ୍କ କ୍ରିଣ୍ଟାଲ ପିଛା ୬୯ଟଙ୍କା କିଏ ଖାଉଛି ବୋଲି ପ୍ରଶ୍ନ କରିଥିଲେ । ବର୍ତ୍ତମାନ ଜ ଜଣେ ଚାଷୀଙ୍କଠାରୁ ୧୫୦କ୍ରିଣ୍ଟ୍ରାଲ ଧାନସଂଗ୍ରହ ସଂଗ୍ରହ ହେବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଏଣୁ ବକେୟା ଧାନ କିଏ କିଣିବ ବୋଲି ପ୍ରଶ୍ନ କରିଛ କରିଛନ୍ତି । ଅନେକ ଚାଷୀଙ୍କୁ ଟୋକନ ମିଳିନଥୁବାରୁ ଧାନ ଧାନବିକ୍ରରୁ ବଞ୍ଚିତ ହେଉଛନ୍ତି। ଏଣୁତୁରନ୍ତିଧାନସଂଗ୍ରଧାନସଂଗ୍ରହରେ ସୁଧାର ନଆଣିଲେ, ଆଗାମୀ ଦିନରେ ମଣ୍ଡିରୁ ଜିଲ୍ଲାପାଳ ଅଫିସ ଫିସ ପର୍ଯ୍ୟନ୍ତ ଆନ୍ଦୋଳନ ହେ ହେବ ବୋଲି ବାଲି ଚେତାବନୀ ଦେଇଛନ୍ତି। ଏନେ ନେଇ ଅତିରିକ୍ତ ଜିଲ୍ଲାପାଳ ସୁବାଷଚନ୍ଦ୍ର ରଇତଙ୍କ ଜରିଆରେ ରାଜ୍ୟପ ଜ୍ୟପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏଥିରେ ଖଡ଼ିଆଳ ବିଧାୟକ ଅଧୂରାଜ ମୋହନ ପାଣିଗ୍ରାହୀ, ରାଜ୍ୟ ଜ୍ୟ ସମ୍ପାଦକ ରା ରାଜେଶ ନିଗମ, ଜିଲ୍ଲା ପରିଷଦ ଉପାଧ୍ଯକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପସିଂ ମାଝି, ଚିତ୍ତରଂ ତ୍ତରଂଜନ ବେହେରା, ବରିଷ୍ଠ ନେତା ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲା ସାଧା ଧାରଣ ସମ୍ପାଦକ କାର୍ତ୍ତିକ ଦୀପ, ହେମନୁ କର, କ୍ଷମାସିଂ ନିଆଲ, ଟେକରାମ ସାହୁ, ଚୁରନସିଂ ମାଝି ପ୍ରମୁଖ ଉପସ୍ଥିତ ଥିଲେ।
ନୂଆପଡ଼ାରେ ଧାନ ସଂଗ୍ରହ ଅବ୍ୟବସ୍ଥାକୁ ନେଇ ବିଜେଡିର ଆନ୍ଦୋଳନ
Saturday, February 14, 2026
0