ନୂଆପଡ଼ା : ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ରେ ଚର୍ଚ୍ଚା ୯ବମ କାର୍ଯ୍ୟକ୍ରମ ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ବିଦ୍ୟାର୍ଥୀ ମାନେ ଆବସି ମାଧ୍ୟମରେ ଦେଖିଲେ। ପରୀକ୍ଷାର୍ଥୀମାନେ ମାନସିକ ଚାପ ଦୂର କରିବା ସହ କୌଣସି ରକମ ର ଦୁଶ୍ଚିନ୍ତା ନ ରଖି ସନ୍ତୁଳନ ବଜାୟ ରଖିବାକୁ ଆହ୍ବାନ କରିଛନ୍ତି। ସେହିପରି ପରୀକ୍ଷା ଜୀବନର ଏକ ପର୍ଯ୍ୟାୟ ଅଟେ ପୂର୍ଣ୍ଣ ଜୀବନ ନୁହେଁ । ତେଣୁ ପରୀକ୍ଷା ଜୀବନ ରେ ପ୍ରତ୍ୟେକ ମୁହୂର୍ତ୍ତରେ ସମ୍ମୁଖୀନ ହେବାକୁ ପଡିବ। ଏହି ପରୀକ୍ଷା ରେ ନିଜକୁ ଦୃଢ଼ କରି ସମ୍ମୁଖୀନ ହେବେ। ପ୍ରଶ୍ନ ପ୍ରତି ସଜାଗ ରହି ପ୍ରଶ୍ନ ଉପରେ ହିଁ ଉତ୍ତର ରଖିବାକୁ ଆହ୍ବାନ କରିଛନ୍ତି। ବିଶେଷ କରି ଛାତ୍ରୀମାନେ ଦେଶର ପ୍ରଧାନମନ୍ତ୍ରୀ କାର୍ଯ୍ୟ ବ୍ୟସ୍ତତା ରେ ଥାଇ ମଧ୍ୟ ଛାତ୍ର ଛାତ୍ରୀଙ୍କୁ ସମୟ ଦେଇ ତାଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ପରୀକ୍ଷା କୁ ସହଜ ଏବଂ ସରଳ କରୁଥିବା ରୁ ସାଧୁବାଦ୍ ଦେଇଛନ୍ତି।
ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ରେ ଚର୍ଚ୍ଚା କାର୍ଯ୍ୟକ୍ରମ ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ବିଦ୍ୟାର୍ଥୀ ଆବସି ମାଧ୍ୟମରେ ଦେଖିଲେ
Saturday, February 07, 2026
0