ବୀରମହାରାଜପୁର, (ଚୈତନ୍ୟ ଭୁକ୍ତା) ବୀରମହାରାଜପୁର ଉପ କଣ୍ଠ ଭଙ୍ଗାମୁଣ୍ଡା ଠାରେ ନବ ନିର୍ମିତ ଦୁର୍ଗାମାଧବ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଥିବା ଧନୁଯାତ୍ରାର ରବିବାର ଥିଲା ପଞ୍ଚମ ସଂଧ୍ୟାରେ କୃଷ୍ଣ ବଳରାମଙ୍କ ଦ୍ବାରା ଅଷ୍ଟ ମଲ୍ଲଙ୍କ ନିଧନରେ କଂସ ମର୍ମାହତ। ମହାରାଣୀ ପଦ୍ମାବତୀଙ୍କ ଧନଶ୍ରୀ ଓଷା ପୈ।ରାଣିକ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା। କଂସ ଭୂମିକାରେ ଗୋପାଳ ଦାଶଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଅଭିଭୂତ କରିଥିଲା। ରାଜ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର୍ ରଘୁନାଥ ଜଗଦଲା, ବଲାଙ୍ଗୀର ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜିବ କୁମାର ପ୍ରଧାନ,ବୈ।ଦ୍ଧ ଜିଲ୍ଲା କଣ୍ଟାମାଳ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସରୋଜ କୁମାର ପ୍ରଧାନ , ଶିକ୍ଷକ ଅକ୍ଷୟ କୁମାର ରାଏ ପ୍ରମୁଖ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ। ଯୁଗଳ କିଶୋର କିଶୋର ମିଶ୍ର ମଞ୍ଚ ପରିଚାଳନା କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଜି ଦରବାରରେ ବିଭିନ୍ନ ସ୍କୁଲ ଛାତ୍ରୀ ଛାତ୍ର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟ ପରିବେଷଣ ହୋଇଥିଲା। ଏଠାରେ ଚାଲିଥିବା ୫୬ପ୍ରହର ନାମଯଜ୍ଞ ରେ ଶ୍ରୀନିବାସ ନାୟକ, ଗୋପାଳ ପାଢ଼ୀ ଓ ଆଶୁତୋଷ ପୁରୋହିତ ପୂଜକ ଭାବରେ ଯଜ୍ଞାଦି କାର୍ଯ୍ୟ ସଂପାଦନ କରୁଛନ୍ତି। ପ୍ରତିଷ୍ଠା କମିଟିର ସଭାପତି ସାଫି ମେହେର ,ସଂପାଦକ ମହାଦେବ ନାଏକ ,କମିଟି ସଦସ୍ୟ ଉଦ୍ଧବ ମେହେର , ସଞ୍ଜିବ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି । ଗଜାନନ ପଣ୍ଡା, ଗଣେଶ ପଣ୍ଡା ଓ ଅଶ୍ବିନୀ ପଣ୍ଡା ପ୍ରମୁଖ ଜପକ କାର୍ଯ୍ୟ ତୁଲାଉଛନ୍ତି । ଏହି ଦିବ୍ୟ କାର୍ଯ୍ୟକ୍ରମରେ ଉମେଶ ପ୍ରସାଦ ରଥ, ସଂଜୀବ ସାହୁ,ତ୍ରିପୁରାରି ମଲ୍ଲିକ,ଉମେଶ ପଧାନ, ପ୍ରଦ୍ୟୁମ୍ନ କର୍ମୀ, ପ୍ରଫୁଲ୍ଲ ବେହେରା, ନାରାୟଣ ସାହୁ, ଜଗଦୀଶ ମେହେର, ଚୈତନ୍ୟ ପଧାନ,ପଞ୍ଚୁ ମେଣ୍ଡିଲି, ରାମଚନ୍ଦ୍ର ପ୍ରଧାନ,ଦାଶରଥି ଭୋଇ, ଅଯତ୍ନ କଲତା ପ୍ରମୁଖ ସହଯୋଗ କରୁଛନ୍ତି।
ପଞ୍ଚମ ସଂଧ୍ୟାରେ ଭଙ୍ଗାମୁଣ୍ଡା ଧନୁଯାତ୍ରା ମହୋତ୍ସବ, କୃଷ୍ଣ ବଳରାମଙ୍କ ଦ୍ବାରା ଅଷ୍ଟ ମଲ୍ଲଙ୍କ ନିଧନରେ କଂସ ମର୍ମାହତ, ରାଣୀ ପଦ୍ମାବତୀଙ୍କ ଧନଶ୍ରୀ ଓଷା
Monday, February 09, 2026
0