ବେଲପଡା କଲେଜରେ କ୍ୟାମ୍ପସ ସ୍ୱଚ୍ଛତା ଓ ବୁଲା କୁକୁର ପ୍ରତି ସାବଧାନତା ଓ ସଚେତନତା କାର୍ଯ୍ୟକ୍ରମ

ଆଜତକ ଓଡ଼ିଶା
0


ବଲାଙ୍ଗିର : ୦୫/୦୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପଂଚାୟତ ସମିତି ମହାବିଦ୍ୟାଳୟ ବେଲପଡା ଠାରେ ନୋଡାଲ ଅଫିସର ପ୍ରମୋଦ କୁମାର ବରିହା ଙ୍କ ଆବାହନ କ୍ରମେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେର ଙ୍କ ସଭାପତିତ୍ୱରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ! 

ଉକ୍ତ ସଚେତନତା ସଭା ରେ ଓଡ଼ିଆ ବିଭାଗ ମୁଖ୍ୟ ମନୋଜ କୁମାର ମହାଖୁଡ଼ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ସଞ୍ଜୟ ନନ୍ଦ, ବିଷୟ ବିଶାରଦ ଭାବେ ନିଜ ନିଜ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ !

 ଇତିହାସ ବିଭାଗର ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର ମଞ୍ଚ ପରିଚାଳନା କରି କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ !

Post a Comment

0 Comments

Please Select Embedded Mode To show the Comment System.*

3/related/default