ମୁରିବାହାଲ ବ୍ଲକସ୍ତରୀୟ ମକର ମେଳା ମହୋତ୍ସବ ଓ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ଆଜତକ ଓଡ଼ିଶା
0


ଲଷ୍ମୀକାନ୍ତ ଧରୁଆ ଙ୍କ ରିପୋର୍ଟ 

ମୁରିବାହାଲ ;୧୩/୦୧/୨୬(ଆଜତକ ଓଡିଶା) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ବାରପାଲି ହଳଦୀ ଡଙ୍ଗର ବୁଢ଼ା ପାହାଡ ଉପରେ ଅନୁଷ୍ଠିତ ହେଉଥିବା ବ୍ଲକସ୍ତରୀୟ ତୃତୀୟ ବର୍ଷ ମକର ମେଳା ମହୋତ୍ସବ ଓ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଯମୁନା ଗ୍ରାମର ମହାଦେବ ବନ୍ଧରୁ ସଙ୍କୀର୍ତ୍ତନ୍ୟ ବାଦ୍ୟ ସହ ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ଆଣି ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ।ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଷୋହଳ ପ୍ରହରୀ ନାମଯଜ୍ଞରେ କର୍ତ୍ତା ରୂପେ ଆୟୋଜକ କମିଟି ସଭାପତି ନିତ୍ୟାନନ୍ଦ ମହାକୁର ଓ ତାଙ୍କ ଧର୍ମପତ୍ନୀ ସୁଚିତା ମହାକୁର, ପୂଜକ ରୂପେ ଦାଶରଥି ଷଡ଼ଙ୍ଗୀ, ଜପକ ଦୁର୍ଯୋଧନ ପାଣିଗ୍ରାହୀ, ଷଢ଼ବୈଷ୍ଣବ ରୂପେ  ବ୍ରଜମୋହନ ମହାକୁର, ଦେବେନ୍ଦ୍ର ପଧାନ, ନଟବର ମେର୍ଲି, ରାଏଧର ଶିକା, ଉଦ୍ରାଧର ମହାକୁର, ଯେହେରୁ ମହାକୁର, ବସନ୍ତ ପଧାନ,ପ୍ରସନ୍ନ କର୍ମୀ ଓ ଲଳିତ ସାହୁ ସପତ୍ନିକ ଦାୟିତ୍ଵ ନିର୍ବାହ କରୁଛନ୍ତି।ବୁଧବାର ପୂର୍ବାହ୍ନ ୧୦.୪୦ମିରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନାମାରମ୍ଭ ହେବ ବୋଲି ଜଣାପଡିଛି।ଆୟୋଜକ ବ୍ଲକସ୍ତରୀୟ ମକର ମେଳା ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ ଡ ପୁର୍ଣ୍ଣାନନ୍ଦ କମ୍ପ, କରୁଣାକର କୁମୁରା,ରମେଶ ଭୋଇ, ସଙ୍କୀର୍ତ୍ତନ୍ୟ ଶିକାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗାନ୍ଧିଲାଲ ମହାକୁର, ଦୁର୍ଗାନନ୍ଦ ମହାକୁର, ନୀଳକଣ୍ଠ ମହାକୁର, ମାର୍କଣ୍ଡ ମହାକୁର, ଚୈତନ୍ୟ ଶିକା, ସୁଶିଲ ମେର୍ଲି , ହୃଦାନନ୍ଦ କର୍ଣ୍ଣ, ମଳିଆ ପଧାନ, ଦିଲ୍ଲୀପ କର୍ଣ୍ଣ, କନ୍ଦର୍ପ ଶିକା, ଲକ୍ଷ୍ମୀଧର କର୍ମୀ, ପରମାନନ୍ଦ ଶିକା, ବୈଷ୍ଣବ ଯାନି, ବିଷ୍ଣୁପ୍ରସାଦ ସିଂ ଭୋଇ, ସୁରେଶ ପଧାନ, ଯୁଧିଷ୍ଠିର ପଧାନ, ମଧୂସୁଦନ କର୍ମୀ, ଆନନ୍ଦ ମାଝୀ, କ୍ଷୀରଧର କର୍ମୀ, ଲୋକନାଥ ଜାନୀ, ଜୟଦେବ ମାଝୀ, ଶଙ୍କର୍ଷଣ କର୍ମୀ, ସଚ୍ଚିଦାନନ୍ଦ ମହାକୁର, ନାଭ ମହାକୁର, ଡଗର ମହାକୁର, ସୁଶାନ୍ତ ପଧାନ, ବ୍ୟାସଦେବ ପଧାନ, ହରେକୃଷ୍ଣ ସାହୁ, ପ୍ରଦୀପ ମହାକୁର,ଭବନାନନ୍ଦ ମହାକୁର, କନକ ସାହୁ, ବନମାଳୀ ମେର୍ଲି, ହେମନ୍ତ ପର୍ଡିଆ, ଥଣ୍ତାଚରଣ ପାତ୍ର, ପ୍ରେମିଶ କର୍ଣ୍ଣ,ରଞ୍ଜନ କର୍ମୀ, ସତ୍ୟବାଦୀ ମହାକୁର, ସନ୍ତୋଷ, ସୁରୁ, ରମେଶ, ପ୍ରମେଷ୍ଟି, ରମାକାନ୍ତ, ରୁଦ୍ରା, ହର୍ଷବର୍ଦ୍ଧନ, ସୁରେନ୍ଦ୍ର,ଭବାନୀ, ପ୍ରସନ୍ନ, ଦର୍ଶନ, ଦୁଃଖନାଶନ, ଶରତ, ଅକ୍ରୁର, ସ୍ୱପ୍ନେଶ୍ୱର, ଥବିର, ମକାରୁ, ଅଶୋକ, ଭିକୁ, ଲୋକେଶ, ସବୁଜ, ସରୋଜ, ହିମାଂଶୁ, ସଭ୍ୟ, ଦୀନବନ୍ଧୁ, ଦେବାଶିଷ, ଅଜିତ, ଶିଶିର, ପ୍ରୀତମ୍, ଆର୍ଯ୍ୟନ, ରାକେଶ, ସୌମ୍ୟ, ବିନୟ, ବିଭୂତି, କପିଳାସଙ୍କ ସହ ସମସ୍ତ ଯମୁନା ଗ୍ରାମବାସୀ ଓ ହଳଦୀ ପଞ୍ଚାୟତ ତଥା ମୁରିବାହାଲ ବ୍ଲକ ଅଞ୍ଚଳର ଜନସାଧାରଣ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।

Post a Comment

0 Comments

Please Select Embedded Mode To show the Comment System.*

3/related/default