ନୂଆପଡା (ପରମେଶ୍ଵର ମେହେର) ନୂଆପଡା ଜିଲ୍ଲା ଖଡ଼ିଆଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୪୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧୀରାଜ୍ ପାଣିଗ୍ରାହୀ ଯୋଗ ଦେଇ ଏହି ଅନୁଷ୍ଥନ କୁ ସାଧୁବାଦ ଦେଇ ନିଜ ରାଜନୀତି ଜୀବନ ଏହି ବିଦ୍ୟାଳୟ ରୁ ଆରମ୍ଭ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଡିଆଳ ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା, ଯୁକ୍ତ ଦୁଇ ଅଧ୍ୟକ୍ଷ ରଣବୀର ସିଂ, ଦେବ ଦେବ ସିଂ ଦେଓ, କଲେଜ୍ ଅଧ୍ୟାପକ ଅଧ୍ୟାପିକା ମାନେ ସାମିଲ ହୋଇଥିଲେ। ୪୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ବି. ଏ. ଓଡ଼ିଆ ବିଭଗ ରେ ଦିବ୍ୟ ଭାରତି ଯାଦବ ଟପ୍ପର ହୋଇଥିବାରୁ ଅତିଥି ଙ୍କ ଦ୍ଵାରା ସମ୍ମାନୀତ ହୋଇଛନ୍ତି। ଦିବ୍ୟ ଭାରତି ଯାଦବ ବୋଡ଼େନ ବ୍ଲକ ବିନୋପୁର ଗ୍ରାମ ଅଟନ୍ତି। ତାଙ୍କ ପିତା ବେଦବ୍ୟାସ ନାଗ ଙ୍କ ପରିବାର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଖଡ଼ିଆଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୪୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
Wednesday, January 28, 2026
0