ମାହାଙ୍ଗା (ଅଶୋକ ଦାସ) ମାହାଙ୍ଗା ଓଳକଣା ନିକଟସ୍ଥ କୁସୁନପୁର ବିଦ୍ୟାଳୟ ପରିସରରେ ଏଣ୍ଡର ପଞ୍ଚାୟତ ର ଯୁବ ସମାଜସେବୀ ସୁମନ୍ତ କୁମାର ସେଠୀ ଙ୍କ ସଭାପତିତ୍ବରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ପଞ୍ଚାୟତ ର ମୂରବୀ ଗୁରୁଜନ ଓ ବିଶେଷ ଭାବରେ ଶତାଧିକ ଯୁବ ପିଢ଼ି ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ,ସୁମନ୍ତ ସେଠୀ ଜଣେ ଜ୍ଞାନୀ ଗୁଣି ସମ୍ପନ୍ନ ବ୍ୟକ୍ତି,ସମାଜରେ ଅବହେଳିତ ଅବସ୍ଥାରେ ରହୁଥିବା ଲୋକମାନଙ୍କ ପାଖରେ ପହଞ୍ଚି ନିଜ ସାମର୍ଥ୍ୟ ଅନୁସାରେ ସେ ସହଯୋଗ କରିଥାନ୍ତି, ଦିନ ରାତି ଏକ କରି ଏଣ୍ଡର ପଞ୍ଚାୟତବାସୀ ଙ୍କ ପାଇଁ ଅହରହ କାର୍ଯ୍ୟ କରିଥାନ୍ତି ବୋଲି ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ,ଖାଲି ସେତିକି ନୁହେଁ କିଛି ନୂଆ ସ୍ବପ୍ନ ନେଇ ସୁମନ୍ତ ସେଠୀ ଗତ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପ୍ରାର୍ଥୀ ଭାବେ ଉଭା ହୋଇଥିଲେ କିନ୍ତୁ ଅଳ୍ପ ଭୋଟ ବ୍ୟବଧାନ ରେ ସେ ପରାଜିତ ହୋଇଥିଲେ,ଏଣୁ ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନ ରେ ସେ ପୁଣି ଠାରେ ସରପଞ୍ଚ ପ୍ରାର୍ଥୀ ହୋଇ ବିପୁଳ ବ୍ୟବଧାନ ରେ ବିଜୟ ଲାଭ କରିବେ ବୋଲି ଏଣ୍ଡର ପଞ୍ଚାୟତ ରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଠାରୁ ତାଙ୍କ ସମର୍ଥକ ମାନେ ଅଣ୍ଟା ଭିଡୁଥିବା ଦେଖିବାକୁ ମିଳିଛି,ଏହି କାର୍ଯ୍ୟକ୍ରମ ରେ ଅଶ୍ଵିନୀ କର, ଭାଗ୍ୟଧର ମହାରଣା,ଜୀବନ ଜ୍ୟୋତି ରାଉତ,ବିରେନ୍ଦ୍ର ବେହେରା, ଆଜ୍ଜାଜ୍ ମଲ୍ଲିକ,ବଳରାମ ଜେନା, ଦୂର୍ଗା ମାଧବ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ,ପରିଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନକ ସହିତ ମିଶି ଯୁବ ନେତା ସୁମନ୍ତ ସେଠୀ ଓ ଅତିଥି ମାନେ ଭୋଜି ଖାଇ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ଦ୍ଵିଗୁଣିତ କରିଥିଲେ।
ଡେରାବିଶ ବ୍ଲକ୍ ଏଣ୍ଡର ପଞ୍ଚାୟତ ର କଂଗ୍ରେସ ଯୁବ ନେତା ସୁମନ୍ତ ସେଠୀ ଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
Wednesday, January 28, 2026
0