କୋମନା କଲେଜ୍ ଜାତୀୟ ସେବା ଯୋଜନା ପକ୍ଷ ରୁ ଜାତୀୟ ଯୁବ ଦିବସ ପାଳିତ

ଆଜତକ ଓଡ଼ିଶା
0

ନୁଆପଡ଼ା ୧୩/୦୧ : (ବିରବଲ ପ୍ରଧାନ) ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା କଲେଜ ଜାତୀୟ ସେବା ଯୋଜନା ପକ୍ଷ ରୁ ଜାତୀୟ ଯୁବ ଦିବସ ପାଳିତ, ସ୍ୱଦେଶୀ ସଂକଳ୍ପ ଦୌଡ ଅନୁଷ୍ଠିତ ହୋଇଯାଇଛି। କଲେଜ୍ ଛାତ୍ର ଛାତ୍ରୀ ମାନେ ଏକ ସଚେତନ ଶୋଭାଯାତ୍ରାରେ କୋମନା ନଗର ପରିକ୍ରମା କରିଥିବା ବେଳେ ଦେଶ ସ୍ଵାଧୀନ ରେ ସ୍ୱଦେଶୀ ବାର୍ତ୍ତା ବିଶେଷ ରୂପେ ପ୍ରଭାବିତ କରିଥିଲା ବୋଲି ଅତିଥିମାନେ ମତପୋଷଣ କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default