ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡେନ ହାଇସ୍କୁଲ ପଡିଆରେ ଠାରେ ତୃତୀୟ ସନ୍ଧ୍ଯା ପାତାଳଗଙ୍ଗା ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଛି । ସାସ୍କୃତିକ ବିଚିତ୍ରା ତ୍ରିବେଣି ଡାନ୍ସ ଗ୍ରୁପ ବୋଇରଗା, ରାସ ସମ୍ପଦା ଆମଗୁଡା ଅନୁଷ୍ଠିତ ହୋଇଥିଲା । ଆୟୋଜକ କମିଟି ସଭାପତି ଲମ୍ବୋଧର ନିଆଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି , ଭବାନିପାଟଣା ସନ୍ଧ୍ଯା ଡିଗ୍ରି କଲେଜ ଅଧ୍ୟକ୍ଷ ପରମେଶ୍ବର ମୁଣ୍ଡ ମୁଖ୍ଯ ବକ୍ତା,ପୂର୍ବତନ ମନ୍ତ୍ରୀ ଓ ସାସଦ ରମେଶ ମାଝୀ, ଖଇରା ସରପଞ୍ଚ ସ କୈଳାଶ ଦଳ, ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ,ସିଡିପିଓ ଅର୍ଚ୍ଚନା ରାଉତ, ବୋଡେନ ବ୍ଲକ ଉପାଧ୍ୟକ୍ଷା ସଙ୍ଗିତା ମାଝୀ, କମିଟି ସମ୍ପାଦକ ଗଣେଶ ଦଣ୍ଡସେନା, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।
ଅତିଥି ପରିଚୟ ପ୍ରଦାନ ସ୍ବାଗତ ଭାଷଣ ମୁକେଶ ଦଣ୍ଡସେନା ପରିଚାଳନା କରିଥିଲେ।।ସାସ୍କୃତିକ କାର୍ଯ୍ଯକ୍ରମ ନଟରାଜ ଗ୍ରୁପ ନୂଆପଡା, ଆଶ୍ରମ ବିଦ୍ୟାଳୟ ଫରସରା, ବଜାସାଲ ବଲାଙ୍ଗୀର, ପ୍ରାଚି ପାଣିଗ୍ରାହୀ ସମ୍ବଳପୁର, ବାପୁଜୀ ସାସ୍କୃତିକ ଉଲଭା ,ଭବାନିପାଟଣା ସିଙ୍ଗାରି ଡେନ୍ସ କଲାହାଣ୍ଡି, ଜ୍ଞାନଦୟ କେରାପଦର ଅନୁଷ୍ଠିତ ହୋଇଥିଲା । ଆୟୋଜକ କମିଟି ଉପସଭାପତି ଯୋଗେନ୍ଦ୍ର ନାଥ ମାଝୀ ,ସମ୍ପାଦକ ଗରୁଡଧ୍ଵଜ ଦଣ୍ଡସେନା, ସହ ସମ୍ପାଦକ ରାଜୁ ହେର୍ଣ୍ଣା,କୋଷାଧ୍ୟକ୍ଷ ରୋହିତ ଦଣ୍ଡସେନା, ସଯୋଜକ ଫାରୁକ ମହମ୍ମଦ, ସହ ସଂଯୋଜକ ବୈଷ୍ଣବ ଦୁରିଆ, ସୌଦାଗର ସାହୁ, ବେଣୁଧର ଜଗତ, ଡମବୁଢା ଗୁଆଲ, ଭମର ବୈଠାରୁ, ଆକାଶ ଅଗ୍ରୱାଲ, ତ୍ରିନାଥ ମାଝୀ, ଇମ୍ରାନ ମହମ୍ମଦ, ନିତେଶ ମାଝୀ, ଅନ୍ୟ ମାନେ ସହଯୋଗ ପରିଚାଳନା କରିଥିଲେ ।


