ସିନାପାଲି:୨୪/୦୧- ସାଧାରଣତଂତ୍ର ଦିବସ ଉପଲକ୍ଷେ ସିନାପାଲି ପଂଚାୟତ ସମିତି ତରଫରୁ ଶନିବାର ସ୍ଥାନୀୟ ପିଏମଶ୍ରୀ ଉଚ୍ଚ ବିଦ୍ଯାଳୟ ଠାରେ ଗୀତ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ସିନାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଗୀତ ପ୍ରତିଯୋଗିତାର କନିଷ୍ଠ ସ୍ତରରେ ଅନିଷ୍କା ମେହେର, ପ୍ରଜ୍ଞାପରମିତା ନାଗ, ତୋଷାମଣି ମେହେର ଓ ବରିଷ୍ଠ ସ୍ତରରେ ଦିବ୍ଯା ମେହେର, ଚୈତନ୍ଯ ଜଗତ, ଦେବେଶ୍ୱର ମେହେର ଏବଂ ସର୍ବବରିଷ୍ଠ ସ୍ତରରେ ଅର୍ଚ୍ଚିତା ବନ୍ଦିଛୋର, ଶୃତିମୟୀ ବାଗ, ମନିଷା ମାଝୀ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୄତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତାର କନିଷ୍ଠ ସ୍ତରରେ ସୂର୍ଯ୍ଯାଂଶୁ ମୁଣ୍ତ, ମେହକ ଅଗ୍ରୱାଲ, ଆରୁଷି ଅଗ୍ରୱାଲ, ବରିଷ୍ଠରେ ଭେନୁପ୍ରତାପ ସା ଓ ଚଂଦ୍ରକଳା ମଶ୍ରା, ସାଇସମୄଦ୍ଧି ପାତ୍ର, ପ୍ରାଞ୍ଜଲ କାଛି, ସର୍ବବରିଷ୍ଠ ସ୍ତରରେ ବବିତା ମାଝୀ, ନନ୍ଦିନୀ ମାଝୀ, ସ୍ନେହଲତା ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୄତୀୟ ସ୍ଥାନ ହାସଲ କରିଥିଲେ । ପ୍ରତିଯୋଗିତାର ବିଚାରକ ଭାବରେ ସତ୍ଯରୂପା ଯୋଷୀ, ବୈଷ୍ଣବ ମେହେର, ଅତୁଳ କୁମାର ପାତ୍ର, ପ୍ରଦ୍ଯୁମ୍ନ ସିଂହ ଚିନ୍ଦା, ମିନାକ୍ଷୀ ପାଢ଼ୀ, ନିକୁଞ୍ଜ ବିହାରୀ ସା, ଚୂଡ଼ାମଣି ମେହେର, ନମିତା ମେହେର, ବଂଶୀଧର ଜଗତ ଯୋଗ ଦେଇଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ବୁଦ୍ଧଦେବ ମେହେର, ମନୋଜ ଜଗତ, ଅନିଲ ସା, ଦୁଷ୍ମନ୍ତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
ସାଧାରଣତଂତ୍ର ଦିବସ ଉପଲକ୍ଷେ ସିନାପାଲିରେ ଗୀତ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ
Saturday, January 24, 2026
0