ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ରାଉରକେଲାରୁ ବିସ୍ଫୋରକ ଲୁଟ ଘଟଣାରେ NIAର ଚାର୍ଜସିଟ୍। ୧୧ ମାଓବାଦୀଙ୍କ ନାଁରେ ଚାର୍ଜସିଟ ଦାଖଲ।ପଥର ଖଣିକୁ ବିସ୍ଫୋରକ ପଠାଇବା ସମୟରେ ୪ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ୧୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆରୋପ ପତ୍ର ଦାଖଲ କରିଛି । ଏହି ୧୧ ଜଣଙ୍କ ବିରୋଧରେ ୟୁଏ(ପି) ଆକ୍ଟ, ବିଏନ୍ଏସ୍, ଆର୍ମ୍ସ ଆକ୍ଟ ର ବିଭିନ୍ନ ଧାରରେ ମାମଲା ରୁଜୁ କରାଯାଇଛି । ଏହି ୧୧ ମାଓବାଦୀ ଅପରାଧୀକ ଷଡଯନ୍ତ୍ର, ପ୍ରସ୍ତୁତି ଓ କାର୍ଯ୍ୟକରଣରେ ସକ୍ରିୟ ଭାବେ ଜଡିତ ଥିଲବା ତଦନ୍ତବେଳେ ଏନଆଇଏ ପ୍ରମାଣ ପାଇଛି । ୨୦ କିଲୋର ମୋଟ୍ ୨୦୦ ପ୍ୟାକେଟ୍ ଲୁଟ୍ ହୋଇଥିଲା । ୨୭ ମେ, ୨୦୨୫ରେ ବିସ୍ଫୋରକଗୁଡିକୁ ଇଟମା ବିସ୍ଫୋରକ ଷ୍ଟେସନ୍ରୁ ବାଙ୍କୋ ପାଥର ଖଣିକୁ ନିଆଯାଉଥିଲା । ସେତେବେଳେ ୧୦,୧୫ ଜଣ ଶସ୍ତ୍ରଧାରୀ ମାଓବାଦୀ ଗାଡିକୁ ଓ ଚାଳକଙ୍କୁ ଜବରଦସ୍ତି ଅପହରଣ କରି ନେଇଥିଲେ । ଘଟଣାରେ ପୁଲିସ ଓ ବିଏସଏଫ୍ ଜବାନଙ୍କ ଦ୍ବାରା ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା
ରାଉରକେଲାରୁ ବିସ୍ଫୋରକ ଲୁଟ ଘଟଣାରେ NIAର ଚାର୍ଜସିଟ୍। ୧୧ ମାଓବାଦୀଙ୍କ ନାଁରେ ଚାର୍ଜସିଟ ଦାଖଲ
Thursday, December 11, 2025
0

Tags