କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଗତାଗୁଡା ଠାରେ ମା ଭଣ୍ଡାର ଘରଣୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଆଜି ଦ୍ୱତୀୟ ଦିବସରେ କନାଗାଁ ଓ ଗାଡିଆଜୋର ମଧ୍ୟରେ ରୋମାଞ୍ଚକ ମେଚ ଦେଖିବାକୁ ମିଳିଥିଲା । ପ୍ରଥମେ ଗାଡିଆଜୋର ବେଟିଙ୍ଗ କରି ୧୦ ଓଭରରେ ସମସ୍ତ ୱେକେଟ ହରାଇ ୯୭ରନ ସଂଗ୍ରହ କରି କନାଗାଁ ଦଳକୁ ୯୮ ରନର ଲକ୍ଷ ଦେଇଥିଲା । କନାଗାଁ ଲକ୍ଷ୍ୟର ପିଛା କରି ଦଶ ଓଭର ରେ ଛଅ ଉଇକେଟ ହରାଇ ୯୨ ରନ ସଂଗ୍ରହ କରି ଗାଡିଆଜୋର ଠାରୁ ପରାଜିତ ହୋଇ ଥିଲା । ସିପୁନ ନାଏକ ମେନ ଅଫ ଦି ମେଚ ପାଇ ଥିଲେ । ଆଜିର ମେଚରେ ମୁଖ୍ୟ ଅତିଥିଭାବେ ଧର୍ମଗଡ ବିଜ୍ଞାପିତ ଅଂଚଳ ପରିଷଦର ଓ. ବି. ସି ଯୁବ ସଭାପତି, ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ପାଣ୍ଡରା ମାଳି ଯୁବ ବାହିନୀ ସଭାପତି, ସାହାସିକ ଓ ନିର୍ଭିକ ଯୁବ ସାମ୍ବାଦିକ, ଯୁବ ସମାଜ ସେବୀ ଗରିବ ଅସହାୟ ଲୋକଙ୍କ ସୁଖ ଦୁଃଖର ସାଥୀ ସୌମ୍ୟରଂଜନ ନାଏକ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସରୋଜ ମାଝୀ ଓ ଦଶରଥ ନିହାର ଆଜିର ଖେଳ ପରିଚାଳନା କରିଥିବାବେଳେ ଖେଳକୁ ଛାୟାକାନ୍ତ ନାଏକ, ଚିତ୍ତରଞ୍ଜନ ଭୋଇ, ସୁବୁଦ୍ଧି ନାଏକ, ଦୀନବନ୍ଧୁ ତାଣ୍ଡି, ପିଣ୍ଟୁ ନାଏକ, ଦିଲୀପ ନାଏକ, ମିଳନ ନାଏକ, ଦଶରଥ ନିହାର, ଅମିତ ନାଏକ, ଭମର ନାଏକ, ଗୁଣ ନାଏକ ସହଯୋଗ କରିଥିଲେ ।
ବଡ଼ ପହିଲପାର କ୍ରିକେଟ ଟୁର୍ନାମେଣ୍ଟ, ଗତାଗୁଡା ସୋସିଆ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି
Monday, December 29, 2025
0

Tags