ବ୍ରାହ୍ମଣ ଛେଣ୍ଡିଆ କ୍ଲଷ୍ଟର ଛାତ୍ରଛାତ୍ରୀଙ୍କ ବିଜ୍ଞାନ ପ୍ରଦର୍ଶନୀ

ଆଜତକ ଓଡ଼ିଶା
0

ଧର୍ମଗଡ, (ପ୍ରଦୀପ ସେଠୀଆ) ଧର୍ମଗଡ଼ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ କ୍ଲଷ୍ଟର ଥନଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଜ୍ଞାନ ପ୍ରଦର୍ଶନୀ ଉତ୍ସବ ବାଲ ବୈଜ୍ଞାନିକ ପ୍ରଦର୍ଶନି ରାଷ୍ଟ୍ରୀୟ ଅଭିସ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ବ୍ରାହ୍ମଣ ଛେଣ୍ଡିଆ ସରପଞ୍ଚ ମନୋଜ ନାଏକ ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ,ସମ୍ମ।ନିତ ଅତିଥି ଭାବରେ ପିଏମଶ୍ରୀ ସନ୍ଦୀକୁଲିହାରୀ ବିଜ୍ଞାନଶିକ୍ଷକ ଡୋଳେଶ୍ୱର ନାଏକ, ଥନଟ ପ୍ରଧାନ ଶିକ୍ଷକ ସରୋଜଧଙ୍ଗଡ଼ାମାଝୀ ଛେଣ୍ଡିଆ କ୍ଲଷ୍ଟର ସିଆରସିସି ଟିକେଶ୍ୱର ନାଏକ, ସାମ୍ବାଦିକ ଲିଙ୍ଗରାଜ ପଣ୍ଡା ପ୍ରମୁଖ ମଞ୍ଚାସିନ ରହି ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ର ଗାରିମା ବିଷୟ ରେ ବୁଝାଇବା ସହ ବିଜ୍ଞାନ ର ମହତ୍ୱ ଓ ଏହି ବିଜ୍ଞାନ ପ୍ରଦର୍ଶନୀ ଉଚ୍ଚକୋଟୀର ପ୍ରଚେଷ୍ଟା କରି ଆଗକୁ କେମିତି ଜିଲ୍ଲା ତଥା ରାଜ୍ୟ ରେ କେମିତି ଗୌରବ ଆଣିବା ପାଇଁ ଉତ୍ସାହିତ କରିଥିଲେ।ସ୍କୁଲର ଛାତ୍ରଛାତ୍ରୀ ମାନେ ଖୁବ ଉଚ୍ଚକୋଟିର ବିଜ୍ଞାନ କଳାକୌଶଳ ପ୍ରଦର୍ଶନ କରାଇ ଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ କୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାହାଯ୍ୟ କରିଥିବା ସହ କାର୍ଯ୍ୟକ୍ରମ କୁ ସିଆରସିସି ଟିକେଶ୍ୱର ନାଏକ ପରିଚାଳନା କରିଥିଲେ।

Post a Comment

0 Comments

Please Select Embedded Mode To show the Comment System.*

3/related/default