ଖରିଆର (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖରିଆର ବ୍ଲକ କେନ୍ଦୁପାଟି ଗ୍ରାମ ରେ ମାଁ ଝରାବହଲେନ ମହାଲକ୍ଷ୍ମୀ ପୂଜା ସାମୁହିକ ପୂଜା ଆଜି ୧ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଏହି ପୂଜା ରେ ମହାଦେବ ପୋଖରୀ ରୁ ଶତାଧିକ ମହିଳା ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପ ରେ ସ୍ଥାପନ କରି ଏହି କଳସ ଯାତ୍ରା ରେ କେନ୍ଦୁପାଟି ଝରାବାହାଲ ର ସଂକୀର୍ତନ ଓ କେନ୍ଦୁପାଟି କୀର୍ତନ ଦଳ ଏହି ଦୁଇ ଦଳ ଘଣ୍ଟ ଶଙ୍କ ରେ କେନ୍ଦୁପାଟି ଗାଁ ରେ କମ୍ପି ଉଠିଲା ମହାଲଷ୍ମୀ ପୂଜା ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ ଏହି ପୂଜା ର କର୍ତ୍ତ ଝୁମୁକଲାଲ ପୋଡ଼ ଓ ତାଙ୍କ ଧର୍ମପତ୍ନୀ ସଞ୍ଜନା ପୋଡ଼ ଦାୟିତ୍ୱ ତୁଲାଇଥିବା ବେଳେ କେନ୍ଦୁପାଟି ଗ୍ରାମ ପୂଜା କମିଟି ର ସଭାପତି କୁନୁରାମ ପୋଡ଼ ସମ୍ପାଦକ ଯୋଗେଦ୍ର କଟା ଓ କେନ୍ଦୁପାଟି ଗ୍ରାମ ର ବୈଜେଷ୍ଠ ଝୁମୁଲାଲ ବାଗ ଦୁର୍ବଳ ତାଣ୍ଡି ରମେଶ ଷଣ୍ଢ ଭୁବନେଶ୍ୱର ପୋଡ଼ ଭୁବନେଶ୍ୱର ଷଣ୍ଢ କହଳ ସିଂ କେତକୀ ରବି ଚନ୍ଦ୍ର ପୋଡ଼ ବାସୁଦେବ ମାଝୀ ଚନ୍ଦ୍ର ପୋଡ଼ ପଙ୍କଜ ଷଣ୍ଢ ଜିତ ଷଣ୍ଢ ସାଧୁ କେତକୀ ଦିବ୍ୟାଲୋଚନ ଷଣ୍ଢ ହରିହର ବାଗ ମହାଦେବ ପୋଡ଼ ଅମିତ ଲାଲ ତାଣ୍ଡି ସୁବାଷ ବାଗ ଚିତ୍ରସେନ ବାଗ ଜୟନନ୍ଦ ତାଣ୍ଡି ଅର୍ଜୁନ ପୁଞ୍ଜି ହରି ମାଝୀ ଜୟକର ମଲ୍ଲିକ ବିଶ୍ୱବର ମଲ୍ଲିକ ପରମାନନ୍ଦ ପୂଝାରୀ କୃବଲ ପୂଝାରୀ ଗୋବିନ୍ଦ ମହାନନ୍ଦ ଦାମୋଦର ବାଗ ତ୍ରିଲୋଚନ କଟା ଅଶୋକ କେତକୀ ବିଶ୍ୱନାଥ ପୋଡ଼ ଲାଲ ପୋଡ଼ କୃଷ୍ଣ ମଲ୍ଲିକ ନବୀନ ଷଣ୍ଢ କିରଟି ପୋଡ଼ ଗୁଣସାଗର ଷଣ୍ଢ ସହଦେଵ ମହାନନ୍ଦ କୃଷ୍ଣବଲପ ମଲ୍ଲିକ ଇନ୍ଦ୍ର ମଲ୍ଲିକ ସନ୍ତୋଷ ବନଛୋର ସୁରେଶ ଚଲାନ ଓ କେନ୍ଦୁପାଟି ଗ୍ରାମ ର ମାଁ ଝରାବହଲେନ ପୂଜକ ଛାୟାଲାଲ ମାଝୀ ସୁବାସ ପୋଡ଼ ପ୍ରମୁଖ ଯୋଗ ଦେଇ ଥିଲେ
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ଙ୍କ ରିପୋର୍ଟ


