ନୁଆପଡ଼ା : (ବିରବଲ ପ୍ରଧାନ) ନୁଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ରେ ଆୟୋଜିତ ବିରାଟ ଆଞ୍ଚଳିକ ଧନୁଯାତ୍ରାରେ ନାରଦଙ୍କ ପରାମର୍ଶ କ୍ରମେ ଗୋପପୁରକୁ ପୁତନା ପ୍ରେରଣ ନାଟକ ମଞ୍ଚସ୍ଥ ହୋଇଥିଲା ।ଏହିଧନୁଯାତ୍ରାରେ କୋମନା ବ୍ଲକ ସରପଞ୍ଚ ସଂଘ ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଭେଲା ସରପଞ୍ଚ ବିମଲ ଯୋଶୀ, କ୍ଷୀରସିନ୍ଧୁ ବାଗ, ବିରାଟ ବାଗ, ଆଭାସ ପାଢ଼ୀ, ଜୟ ହଂସ, ଭୋଜରାମ ଅହୀର, ଭାଗୀରଥି ଅହୀର,ଗେନ୍ଦରାମ ନାଏକ ପ୍ରମୁଖ ରାଜ ଅତିଥି ଭାବେ ଯୋଗ ଦେଇଥିଲେ। ଜଗଦୀଶ ପଟେଲ ମଞ୍ଚ ପରିଚାଳନା କରିଥିଲେ। ଆୟୋଜକ କମିଟି ସଭାପତି ଅମିତ ଅହୀର, ଉପସଭାପତି ଦୁଃଖଭଞ୍ଜନ ନାୟକ, ସମ୍ପାଦକ ଶିବଶଙ୍କର ବେମାଲ, ନବୀନ ମହରା, ତରୁଣ ତାଣ୍ଡି,ଉମା ବନଛୋର, ଗୋପାଳ ବଂଛୋର,ଦେବାଶିସ ଗହିର, ସଂଦୀପ ମହରା, ନରହରି ମହରା,ଚିନ୍ମୟ ପାଣିଗ୍ରାହୀ, ପପୁ ମହାରା, ବସନ୍ତ ସାହାଣୀ ପ୍ରମୁଖ ସହଯୋଗ କରୁଛନ୍ତି ।
ଚତୁର୍ଥ ସଂଧ୍ୟାରେ ତରବୋଡ଼ ଆଞ୍ଚଲିକ ଧନୁଯାତ୍ରା ମହୋତ୍ସବ
Sunday, December 21, 2025
0

Tags