ଅସ୍ତରଙ୍ଗ (୦୪/୧୨ ଅଲେଖ ବିଶ୍ଵାଳ) ଅସ୍ତରଙ୍ଗ କୁହୁଡି ଲବଣ ସତ୍ୟାଗ୍ରହୀ ସ୍ବାମୀଜୀ ପୂର୍ଣ୍ଣାନନ୍ଦ ବିଦ୍ୟାପୀଠ ରାଜ୍ୟସ୍ତରୀୟ ସୁରଭି ମହୋତ୍ସବ ୨୦୨୫ ମସିହାର ସୃଜନଶୀଳ ଲୀଖନ ପ୍ରତିଯୋଗିତା ରେ ଦଶମ ଶ୍ରେଣୀ ଛାତ୍ର ସତ୍ୟପ୍ରକାଶ ସ୍ଵାଇଁ କୃତ୍ତିତ୍ଵ ଲାଭ କରିଛନ୍ତି । ପୁରୀ ଜିଲ୍ଲା ରେ ରାଜ୍ୟ ସ୍ତରରେ ସମ୍ମାନିତ ହେବା ସହିତ ପୁରୀ ଜିଲ୍ଲାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ତଥା ଶିକ୍ଷା ଅଧିକାରୀଙ୍କ ଠାରୁ ପୁରସ୍କାର ଲାଭ କରି ଅସ୍ତରଙ୍ଗ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣି ପାରିଛନ୍ତି। ପୁରୀ ଜିଲ୍ଲାରେ ବ୍ଲକ ସ୍ତରୀୟ ପ୍ରତିଯୋଗିତା ହୋଇଥିବା ବେଳେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ଛାତ୍ର ସତ୍ୟପ୍ରକାଶ ସ୍ବାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ସତ୍ୟପ୍ରକାଶ ସ୍ବାଇଁ ସମ୍ମାନିତ
Thursday, December 04, 2025
0

Tags