କଣ୍ଟାବାଞ୍ଜି : (ବ୍ୟୁରୋ) କଣ୍ଟାବାଞ୍ଜି ସହରରେ ଦ୍ଵିତୀୟ ଥର ପାଇଁ ଡିସେମ୍ବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଓପନ ଚେସ ଚ୍ୟାମ୍ପିଆନସିପ ଉଦଘାଟିତ ହୋଇଛି। ସ୍ଥାନୀୟ ହରିଭବନରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ସନ୍ତୋଷ ସିଂହ ସାଲୁଜା, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ଚେମ୍ବର୍ ଅଫ କମର୍ସ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ଅଧ୍ୟକ୍ଷ ନିଖିଲ ଅଗ୍ରୱାଲ, ସି ଏସ ସେଣ୍ଟର ରାଉରକେଲା ର ପ୍ରମୁଖ ଚନ୍ଦ୍ର ଶେଖର ପଣ୍ଡା ମୁଖ୍ୟ ନିର୍ଣ୍ଣାୟକ, କାର୍ଯ୍ୟକ୍ରମ ସଂଯୋଜକ ତୋଷିବ ଖାନ, ଚେସ ସଂଘ୍ କଣ୍ଟାବାଞ୍ଜି ସଭାପତି ଅରବିନ୍ଦ ସିଂହ ସାଲୁଜା ସଭାପତିତ୍ବ କରିଥିଲେ ମଞ୍ଚ ପରିଚାଳନା ବରିଷ୍ଟ ସଦସ୍ୟ ଅଜୟ ଅଗ୍ରୱାଲ କରିଥିଲେ ଅଲ୍ ଓଡିଶା ଚେସ ଏସୋସେସନଙ୍କ ସହବନ୍ଧିତାରେ ମାରୱାଡି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ଓ ସିଏସ ଚେସ ସେଣ୍ଟର ରାଉରକେଲା ସହଯୋଗରେ ଚେସ ଏସୋସେସନ କଣ୍ଟାବାଞ୍ଜି ଆନୁକୁଲ୍ୟରେ ଏହା ଆୟୋହିତ ଏହି ପ୍ରତିଯୋଗିତାର ଜାତୀୟ ସ୍ତରର ଖେଳାଳି ମାନେ ନିଜର ପ୍ରତିଭା ଦେଖାଉଛନ୍ତି । ପୂର୍ବରୁ ମଧ୍ୟ କଣ୍ଟାବାଞ୍ଜି ସହରରେ ଚେସ ପ୍ରତିଯୋଗୀତା ହୋଇଛି ଏହା ଦ୍ଵିତୀୟ ଥର ପାଇଁ ଅଲ ଇଣ୍ଡିଆ ଚେସ ପ୍ରତିଯୋଗୀତା ହେଉଥିବା ମିଡିଆ ପ୍ରଭାରି ଆଶିଷ ଖଇତାନ ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗୀତା ରେ ୧୫୦୦୦୦(୧ ଲକ୍ଷ ୫୦ ହଜାର )ରୁ ଉର୍ଦ୍ଧ୍ବ ଟଙ୍କା ର ପୁରସ୍କାର ରାଶି ରଖା ଯାଇଛି । ଏହି ପ୍ରତିଯୋଗୀତା ରେ ଭାଗ ନେବା ପାଇଁ ଓଡିଶା ସହ ଆନ୍ଦ୍ରପ୍ରଦେଶ, ଛତିଶଗଡ଼, ବିହାର, ରାଜ୍ୟ ରୁ ଖେଳାଳି ମାନେ ଭାଗ ନେଇଛନ୍ତି । ହାରାହାରି ୧୫୦ ରୁ ଉର୍ଦ୍ଧ୍ବ ଖେଳାଳି ଭାଗ ନେଇଛନ୍ତି । ଆୟୋଜକ କମିଟି ସଭାପତି ଅରବିନ୍ଦ ସିଂହ ସାଲୁଜା ଓରଫ ସିଙ୍କି, ସମ୍ପାଦକ ସତୀଶ ମାରୁ , କାର୍ଯ୍ୟକ୍ରମ ସଂଯୋଜକ ତୋଷିବ ଅହମଦ ଖାଁ, ସହ-ସଂଯୋଜକ ଅମନ୍ ଅଗ୍ରୱାଲ, ବିଜୟ ବାରିକ, ବିଶ୍ଵନାଥ ଅଗ୍ରୱାଲ ପରାମର୍ଶଦାତା ରଞ୍ଜିତ ସିଂହ ବାବୁ, ଅବଦୁଲ ରବାନି, ମନୀଷ ଜୈନ, ବିପୁଳ ମାରୁ, ସହବାଜ ଖାଁ, ଯୋଗେଶ ପନିକା, ଧିରଜ ଜୈନ , କେଶବ ଅଗ୍ରୱାଲ, ଛୋଟୁ ସିଂହ ସାଲୁଜା, ନିଖିଲ ଅଗ୍ରୱାଲ, ଜିତେଶ ମାରୁ, ସୀମରନ କୌର, ଆଇନ ପରାମର୍ଶଦାତା ବିବେକ ଶର୍ମା, ବଜରଙ୍ଗ ଅଗ୍ରୱାଲ, ନାରାୟଣ ଜିନ୍ଦଲ, ବିକାଶ ଜୈନ,ପ୍ରମୁଖ ସହଯୋଗ କରିଥିଲେ
ଅଲ ଇଣ୍ଡିଆ ଚେସ ପ୍ରତିଯୋଗୀତା ଉଦଘାଟିତ
Saturday, December 27, 2025
0

Tags