ରିଷିଡା (ମହେନ୍ଦ୍ର ପ୍ରଧାନୀ) କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିନାଵାଡି ପଡିଆଠାରେ କର୍ଲାମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆନୁକୁଲ୍ୟରେ ୧୯ ତମ ବାର୍ଷିକ କ୍ରିଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ସୁରେଶ ଚୌଧୁରୀ ଜିଲ୍ଲା ପରିଷଦ ଖ ଜୋନ, ଅତିଥି ଭାବରେ ସୁଦର୍ଶନ ସାହୁ, ପ୍ରେମାନନ୍ଦ ସାହୁ ଉପ ସଭାପତି ନନ୍ଦିକିଶୋର ଭୋଇ, ସଂପାଦକ କୁଞ୍ଜ ସାହୁ, ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ ମିଶ୍ର ,ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ସୁଶ୍ରୀ ସୁଚରିତା ମୁଗ୍ରୀ ବିଡିଓ କର୍ଲାମୁଣ୍ଡା ବ୍ଲକ, ଶ୍ରୀଯୁକ୍ତ ବାଞ୍ଛାନିଧି ପଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କର୍ଲାମୁଣ୍ଡା,ଜିଲ୍ଲା ପରିଷଦ କର୍ଲାମୁଣ୍ଡା ସଭ୍ୟ କ ଜୋନ ମହେନ୍ଦ୍ର ରଣା, , କାହ୍ନୁ ଚରଣ ସାହୁ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ ମିଶ୍ର,ସଭାପତି ମାର୍କଣ୍ଡ ପାଢ଼ୀ, ସମ୍ପାଦକ କୁଞ୍ଜ ସାହୁ ଅତିଥି ଭାବେ ଯୋଗଦେଇ ଶିଶୁ ଭାଇ ଭଉଣୀଙ୍କୁ କ୍ରିଡ଼ା ଜଗତର ବିଭିନ୍ନ ପ୍ରକାରର ଭାଗ ନେଵା ସହ ପ୍ରତ୍ୟେକ କ୍ଷେତ୍ରରେ କ୍ରିଡାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କୃତି ଭାଇ ଭଉଣୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ ପ୍ରଦାନ କରିଥିଲେ। ସ୍ଥାନୀୟ କର୍ଲାମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସମସ୍ତ ଗୁରୁଜି ଗୁରୁମା ଓ ପରିଚାଳନା କମିଟି ସହଯୋଗ କରିଥିଲେ।ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦ୍ରଶେଖର ଥନାପତି ମଞ୍ଚ ପରିଚାଳନା କରିଥିବା ବେଳେ ଯୁଗଳ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
୧୯ ତମ ବାର୍ଷିକ କ୍ରିଡ଼ା ଉତ୍ସବ ଉଦଯାପିତ
Monday, December 01, 2025
0

Tags