ନୂଆପଡା : ନୂଆପଡା ଜିଲ୍ଲା ବୋଡେନ ବ୍ଳକର ରାଜପୁର ଠାରେ ସହିଦ ଦେବେନ୍ଦ୍ର ଧରୁଆ ଦିବସ ପାଳିତ ହୋଇଯାଇଛି । ୨୦୧୩ ମସିହା ନଭେମ୍ୱର ମାସରେ ମାଓବାଦୀଙ୍କ ଦ୍ୱାରା ଜାମ ଗାଁ ଡେକୁନପାଣି ନିକଟରେ ସହିଦ ହୋଇଥିଲେ । ନିଜ ଗାଁ ସହିଦ ଦେବେନ୍ଦ୍ର ଧରୁଆ ଙ୍କ ବାପା ନିରଞ୍ଜନ ଧରୁଆ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବୋଡେନ ଥାନା ଅଧିକାରୀ ବନାଗିନ ରୁଦ୍ରିଆ, ଏ ଏସ ଆଇ ବିଘ୍ନରାଜ ମାଝୀ, ରଞ୍ଜନ କୁମାର ନାୟକ , ନାଏକ ସରପଞ୍ଚ ତ୍ରିନାଥ ଧରୁଆ, ସହିଦ ଦେବେନ୍ଦ୍ର ଧରୁଆ କାକା ଦୁଲ୍ଲାହ ଧରୁଆ, ହରି ଧରୁଆ ସହ ପରିବାର ବର୍ଗ ସମତେ ସହିଦ ଯବାନ ଅମର ରହେ ବୋଲି ଫୁଲମାଲ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ସହିଦ ଦେବେନ୍ଦ୍ର ଧରୁଆଙ୍କ ଦିବସ ପାଳିତ
Sunday, November 30, 2025
0

Tags