ଆଜତକ ଓଡିଶା
ବଲାଙ୍ଗିର :- ଗଣେଶ ଦାସ
*** ହ୍ୟୁମାନ୍ ***
ହ୍ୟୁମାନ୍,
ତୁଇ ମାନ୍ କି ନାଇ ମାନ୍
ତୁଇ ମାନ୍ କି ନାଇ ମାନ୍
ଟିଟିଲାଗଡ଼ ର୍ ନେହେରୁ ନଗର୍
କବର୍ ଖାନା ଥି ଦେଲେ କବର୍
ଯୁଆନ୍ ବେଲେ ହେଟା ନାଇଁ ସେ ତାେର୍ ଠାନ୍
ତୁଇ ମାନ୍ କି ନାଇ ମାନ, ତୁଇ ମାନ୍ କି ନାଇ ମାନ୍।
ବାପ୍ ହରାଲୁ କରୋନା ବେଲେ
ଭାଇ କେ ହରାଲୁ ଯୁଆନ୍ କାଲେ
ମା ର୍ ସାହାରା ତୁଇ ତ ଥିଲୁ
ତୋର୍ ସଂଗିନୀ ଆର୍ ଗେଲେଇ ଝୀ
କିଏ କାହାକେ ନାଇ ଦେଇ କାଏଁ ଧ୍ୟାନ୍
ତୁଇ ମାନ୍ କି ନାଇ ମାନ୍, ତୁଇ ମାନ୍ କି ନାଇ ମାନ୍।
ଦେଶ୍ ବିଦେଶେ ନା କମାଲୁ
ତୋର୍ ଗୀତର୍ ସୁରେ ହଜେଇ ଦେଲୁ
ସମ୍ କର୍ ମନ୍ କେ ବାନ୍ଧି ଦେଲୁ
ଆମର୍ ମାଟିର୍ ଗରବ୍ ତୁଇ ତ ଥିଲୁ
ସେଷେ ଗଲା ତୋର୍ ପରାନ୍
ତୁଇ ମାନ୍ କି ନାଇ ମାନ୍, ତୁଇ ମାନ୍ କି ନାଇ ମାନ୍,
ଗାଏଲୁ ଯେତେ କମାଲୁ ସେତେ
ହେଲେ ରହେଲା କାହାର୍ ହାତେ
କଥା କଟାକଟି କେତେ ନି କେତେ
କାହାକେ କରୁଛେ କି ଏ ପର୍ ତେ
ହେଲେ କେବେ ବି ନାଇ ହଉ ସାନ
ତୁଇ ମାନ୍ କି ନାଇ ମାନ, ତୁଇ ମାନ୍ କି ନାଇ ମାନ,
ସୋର୍ ଲାଗୁଛେ ତୋର୍ ଗାଆନା
ଦେଖ୍ ବା କେ ଆରୁ ନାଇ ମିଲେନା
ଯେତେ ଆଶା ଥିଲା ନିରାଶା ହେଲା
କିଏ ତତେ କାଏଁ ନଶେଇ ଦେଲା
ହେବା ସେ ଦିନେ ହିନି ମାନ୍
ତୁଇ ମାନ୍ କି ନାଇ ମାନ୍, ତୁଇ ମାନ୍ କି ନାଇ ମାନ୍

