ନିଆରା ଢଙ୍ଗରେ ଯାଦବ ବାଡି ଖେଳ ପରମ୍ପରା ପାଳନ

ଆଜତକ ଓଡ଼ିଶା
0

ନୂଆପଡ଼ା (ପରମେଶ୍ୱର ମେହେର) ପ୍ରଭୁ ଶ୍ରୀ କୃଷ୍ଣଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ନିଆରା ଢଙ୍ଗରେ ପାଳନ କରି ଆସୁଛନ୍ତି ଯାଦବ ବାଡି ଖେଳ ପରମ୍ପରା।ଏହି ବାଡି ଖେଳ ପରମ୍ପରା ରେ ପ୍ରଭୁ ଶ୍ରୀ କୃଷ୍ଣ ପ୍ରଭୁ ବଳରାମ ଓ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ବାଡି ଖେଳ ଆରମ୍ଭ କରି ଦୁଇ ମାସ ପର୍ଯ୍ୟନ୍ତ ଗାଁ ଗାଁ ବୁଲି ବନ୍ଧୁ ବାନ୍ଧବଙ୍କ ଘରୁ ବନ୍ଦା ପାଣି ଗ୍ରହଣ କରିଥାନ୍ତି । ଠିକ୍ ସେହପରି ଚଳିତ ବର୍ଷ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସରଧାପୁର ଗ୍ରାମର ଗହିର ପରିବାର ର ଯାଦବ ବାଡ଼ି ଗାଁ ଗାଁ ବୁଲିଆସି ଭରୁଆମୁଣ୍ଡା ଗ୍ରାମ କୁ ପହଞ୍ଚିଛନ୍ତି ଉକ୍ତ ଗ୍ରାମ ର ବାଗ ପରିବାର ର ବନ୍ଧୁ ମାନେ ରୀତି ନିତି ଅନୁସାରେ ପୂଜାର୍ଚ୍ଚନା କରି ବନ୍ଦା ପାଣି ଦେଇ ସ୍ବାଗତ କରିଛନ୍ତି ଏଥିରେ ନନ୍ଦଳାଲ ବାଗ ସୁରେଶ ବାଗ ହେରାମ୍ବ ବାଗ ମଙ୍ଗଳ ସିଂ ଵାଗ ନିରଞ୍ଜନ ଵାଗ ଧର୍ମେନ୍ଦ୍ର ବାଗ ଗୋପାଳ ଵାଗ ଦେବେନ୍ଦ୍ର ବାଗ ସନାତନ ବାଗ ଉପେନ୍ଦ୍ର ବାଗ ମନବୋଧ ବାଗ ପର୍ଶୁରାମ ଵାଗ ଓ ମାର୍କଣ୍ଡ ଗହିର କମଳ ଗହିର ଦେବାରଚନ ଗହିର ଖଗପତି ଗହିର ସମେତ ସମସ୍ତ ଯାଦବ ବନ୍ଧୁ ବାନ୍ଧବ ମାନେ ଯାଦବ ବାଡ଼ି ଖେଳର ଆନନ୍ଦ ନେଇଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default