ନୂଆପଡା (ବିରବଲ ପ୍ରଧାନ) ନୂଆପଡା ସୁନାବେଡ଼ା ଅଭୟାରଣ୍ୟ ରେ ମୋହନ ଚରଣ ମାଝୀଙ୍କ ଗସ୍ତ, ନିର୍ବାଚନ ପ୍ରଚାର, ଛିନ୍ଦମୁଣ୍ଡି ଗ୍ରାମ ରେ ଆଦିମ ଜନଜାତି ଙ୍କ ଘରେ ଖାଦ୍ୟ ଖାଇଲେ। ଏହି ସମୟରେ ଖଡିଆଳ ଯୁବରାଜ ଦେବ ଦେବ ସିଂ ଦେଓ ଉପସ୍ଥିତ ରହିଥିଲେ। ନକୁଲ ମାଝୀ ଙ୍କ ଘରେ ଖାଦ୍ୟ ଗ୍ରହଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଘରକୁ ଆସୁଥିବା ରୁ ବେଶ ଆନନ୍ଦିତ ଥିଲେ। ଅଭୟାରଣ୍ୟ ବାସୀଙ୍କ ଥିବା ସମସ୍ୟା ସୁଧାର ଆଣିବା ପାଇଁ ନିର୍ବାଚନ ପରେ ସରକାର କାମ କରିବାକୁ ଆହ୍ବାନ କରିଥିଲେ। ଏହି ସମୟରେ ସୁରେଶ ପୁଝାରୀ, ନିତ୍ୟାନନ୍ଦ ଗଣ୍ଡ, ଗଣେଶ ସିଂ ଖୁଣ୍ଟିଆ, ସମ୍ପଦ ସ୍ୱାଇଁ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମର, ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ଅର୍କ ଦେଓ, ପ୍ରମୁଖ ଯୋଗ ଦେଇଥିଲେ।
ନୂଆପଡା ସୁନାବେଡ଼ା ଅଭୟାରଣ୍ୟ ରେ ମୋହନ ଚରଣ ମାଝୀଙ୍କ ଗସ୍ତ, ନିର୍ବାଚନ ପ୍ରଚାର
Sunday, November 09, 2025
0

Tags