ନୂଆପଡ଼ା, ୧୦ ନଭେମ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ରବିବାର ସଂଧ୍ୟାରେ ଶେଷ ହେବ। ପ୍ରାର୍ଥୀମାନେ ଭୋଟରଙ୍କୁ ହାତେଇବା ପାଇଁ ଏବେ ଶେଷ ପର୍ଯ୍ୟାୟର ଚେଷ୍ଟା କରୁଛନ୍ତି। ପ୍ରଚାର ଶେଷ ହେବା ପରେ ବିଭିନ୍ନ ଦଳର ବାହାର ନେତା ଓ କର୍ମୀମାନେ ନୂଆପଡ଼ା ଛାଡି ଯିବେ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଇଭିଏମ୍ ପହଞ୍ଚିଲା ଡିସ୍ପୋଜାଲ ସେଣ୍ଟରରେ ଉପନିର୍ବାଚନ ପାଇଁ ଆବଶ୍ୟକ EVM ମେସିନ୍ଗୁଡ଼ିକ ଡିସ୍ପୋଜାଲ ସେଣ୍ଟରକୁ ପହଞ୍ଚିଗଲା। ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି ଯେ ସୋମବାରଠୁ ପୋଲିଂ ଅଧିକାରୀମାନେ ସେଣ୍ଟରରୁ ଯାତ୍ରା କରି ବିଭିନ୍ନ ବୁଥ୍ରେ ପହଞ୍ଚିବେ। ସୁନିଶ୍ଚିତ ଯାତାୟାତ ବ୍ୟବସ୍ଥା ପୋଲିଂ ଅଧିକାରୀମାନଙ୍କ ପାଇଁ ଯାତାୟାତ ସୁବିଧା ନିମନ୍ତେ ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ସୁନାବେଡ଼ା ଅଞ୍ଚଳର ଅପହଞ୍ଚ ୮ଟି ବୁଥ୍ ପାଇଁ ହେଲିକପ୍ଟର ବ୍ୟବସ୍ଥା ହୋଇଛି। ସୁରକ୍ଷା ବ୍ୟବସ୍ଥା ଜୋରଦାର ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ବିଶେଷ ସୁରକ୍ଷା ବ୍ୟବସ୍ଥା ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ମନିଟରିଂ ବ୍ୟବସ୍ଥା କରାଯାଇଛି ଯାହା ମାଧ୍ୟମରେ ପୋଲିଂ ଦିନ ସମସ୍ତ କାର୍ଯ୍ୟ ନିରୀକ୍ଷଣ କରାଯିବ।
ଆଜି ପୋଲିଂ ସେଣ୍ଟରକୁ ଯିବେ ପୋଲିଂ ଅଧିକାରୀ
Sunday, November 09, 2025
0

Tags