ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ବ୍ଲକ୍ରେ କିଛି ଗାଁ ଗୁଡିକ ରେ କୌଳିକ ବୃତ୍ତିଧାରୀ ବୁଣାକାର ପରିବାରମାନେ ଟୋକେଇ, ପାଚିଆ, ଚାଉଳ ଧୁଆ ଝାଙ୍କି, କୁଆଁର ପୁନେଇ ତାଟ ଓ ରଙ୍ଗ ବେରଙ୍ଗର ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକରି ଗଁ ଗଁ ବୁଲ ବିକ୍ରି କରୁଥିବା ଦେଖିବା କୁ ମିଳିଥାଏ l ବୁଣାକାର ପରିବାର। ଅପରପକ୍ଷରେ ବୁଣାକାର ପରିବାର ମହିଳା ବିଭିନ୍ନ ଘରକରଣା ସାମଗ୍ରୀ ବୁଣାବୁଣି କରି ପରିବାର ପ୍ରତିପୋଷଣ କରୁଛନ୍ତି। ଟୋକେଇ ଗାଁ ଗାଁ ବୁଲି ବିକ୍ରିକରିବା ପାଇଁ ଯାଉଥିବା ଦେଖିବକୁ ମିଳିଛି। ଆଗାମୀ ଦିନରେ କୌଳିକ ବୃତ୍ତି ବିପନ୍ନହେବାର କାରଣ ପ୍ଲାଷ୍ଟିକ୍ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି ବୋଲି କହିଛନ୍ତି। ଏହି ବୁଣାକାର ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବୁଦ୍ଧିଜୀବ ସାଧାରଣ ଦାବୀ ହେଉଛି।
କୌଳିକ ବୃତ୍ତି ବିପନ୍ନହେବାର କାରଣ ପ୍ଲାଷ୍ଟିକ୍ ସାମଗ୍ରୀର ଚାହିଦା ବୃଦ୍ଧି
Saturday, November 15, 2025
0

Tags