କଣ୍ଟାବାଞ୍ଜି, ୭ମ କଣ୍ଟାବାଞ୍ଜି ଲୋକ ମହୋତ୍ସବ ର ସାଧାରଣ ବୈଠକ ବରିଷ୍ଠ ଆଇନଜୀବି କାନନ କିଶୋର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ GR Palace ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ଆଇନଜୀବି ଅଶୋକ ଦାସ ଏଵଂ ସମ୍ପାଦକ ଭାବରେ ଚିନ୍ମୟ ଯୋଷୀ, କୋଷଧ୍ୟାକ୍ଷ ଭାବରେ ଅନିଲ ଅଗ୍ରୱାଲ, ଆଇନ ପରାମର୍ଶ ଦାତା ରୂପେ କାନନ କିଶୋର ପଣ୍ଡା, ଦୁଃଖିଶ୍ୟାମ ଗୁରୁ ଙ୍କୁ ସର୍ବସମ୍ମତ୍ତି କ୍ରମେ ଚୟନ କରାଯାଇଥିଲା। ଏତଦ ବ୍ୟତୀତ ୭ଜଣ ଉପସଭାପତି ଏବଂ ୭ଜଣ ସହସମ୍ପାଦକ ଙ୍କୁ ମନୋନୀତ କରାଯାଇଥିଲା ବେଳେ ପରାମର୍ଶଦାତା ଭାବରେ ପୂର୍ବତନ ବିଧାୟକ ଆୟୁବ ଖାନ, ସନ୍ତୋଷ ସିଂ ସାଲୁଜା, ବିଜେପି ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି ଙ୍କୁ ରଖିବା ପାଇଁ ସ୍ଥିର କରାଯାଇଛି। ବୈଠକରେ ଅନେକ ସଂଗଠନ ସହ ଶତାଧିକ ଊର୍ଧ୍ଵ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ।
ସପ୍ତମ କଣ୍ଟାବାଞ୍ଜି ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ
Tuesday, October 28, 2025
0

Tags