ନୁଆପଡ଼ା : ନୂଆପଡ଼ା ଜିଲ୍ଲା ପୁର ପଲ୍ଲୀ ରେ ସାବିତ୍ରୀ ବତ୍ର ପାଳିତ, ସ୍ତ୍ରୀମାନେ ନିଜ ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ ଉପାସନା କରୁଥିବା ବେଳେ ବର ପିପଲ ବୃକ୍ଷ ମୂଳେ ପ୍ରକୃତି ପୂଜା ଅନୁଷ୍ଠିତ ହୋଇଅଛି। ଏହି ବ୍ରତ ପାଳନ ପାଇଁ ଆଜି ବଜାର ରେ ସମସ୍ତ ବ୍ରତ ସାମଗ୍ରୀ ବିକ୍ରି ହେଉଅଛି। ବଜାରରେ ଜଙ୍ଗଳ ଜାତ ଦ୍ରବ୍ୟ ବିକ୍ରି ହେଉଥିବା ବେଳେ ଭିନ୍ନ ଭିନ୍ନ ପ୍ରକାର ଫଳ ମୂଳ କନ୍ଦା ବିକ୍ରି ହେଉଥିଲା। ବ୍ରତଧାରୀ ମହିଳା ମାନେ ସକାଳୁ ବର ପିପଲ ବୃକ୍ଷ ରେ ପୂଜା ଅର୍ଚ୍ଚନା ପରେ ତୁଳସୀ ମୂଳ ରେ ପୂଜା କରିଥିଲେ। ପରେ ନିଜ ସ୍ୱାମୀଙ୍କୁ ବନ୍ଧାଇ ତାଙ୍କୁ ଭୋଗ କରିଥିବା ଫଳ ମୂଳ ଆଦି ଖାଇବାକୁ ଦେଇଥାନ୍ତି। ସାବିତ୍ରୀ ସତ୍ୟବାନ ଙ୍କୁ ଉପାଖ୍ୟାନ ଅଧ୍ୟୟନ କରି ତାର ସ୍ମୃତି ରେ ପୂଜା କରିଛନ୍ତି।
ନୂଆପଡ଼ା ଜିଲ୍ଲା ର ପୁର ପଲ୍ଲୀ ରେ ସାବିତ୍ରୀ ବତ୍ର ପାଳିତ
Sunday, May 17, 2026
0

Tags