ବୋଡେ଼ନ : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କେଶରାଜପୁର ଆଦର୍ଶ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ବାର୍ଷିକ ପରୀକ୍ଷା ଶ୍ରେଣୀ ଟପ୍ପରଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ୪ ତାରିଖ ସମସ୍ତ ବିଦ୍ୟାଳୟରେ ଖଡିଛୁଆଁ ଓ ପ୍ରବେଶ ଉର୍ସବ ପାଳନ କରାଯାଉଛି । ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀଙ୍କ ସଭାପତିତ୍ବରେ ପ୍ରବେଶ ଦ୍ଵାର ରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଚନ୍ଦନ, ଫୁଲ ମାଳା ଦେଇ ସ୍ୱାଗତ ଜଣାଇ ଶ୍ରେଣୀ କକ୍ଷ କୁ ପ୍ରବେଶ କରାଇ ଥିଲେ । ବିଦ୍ୟାଳୟ ର ନରୋତ୍ତମ ବାଗ, ପଙ୍କଜ ମାଝୀ, ଅନିମା ବାରିକ, ଯଦୁମଣି ବାରିକ, ସାଗର ମହାନ୍ତି, ଲିଲି ପଟେଲ, ଦେବସ୍ମିତା ହାଁସଦା, ସୁନିତା ସାହୁ, ରମ୍ଭା ବେହେରା, ରାମଚନ୍ଦ୍ର ମାଝୀ, ସତ୍ୟ ପ୍ରକାଶ ଦଣ୍ଡସେନା, କିଶନ ପଟେଲ, ଲକ୍ଷ୍ମଣ ବରିହା, ମନୋଜ ବେହେରା ଉପସ୍ଥିତ ହୋଇଥିଲେ ।
ପ୍ରବେଶ ଉତ୍ସବ ଓ ବାର୍ଷିକ ପରୀକ୍ଷାରେ ଶ୍ରେଣୀ ଟପ୍ପରଙ୍କୁ ସମ୍ବର୍ଦ୍ଧନା
Sunday, April 05, 2026
0