ସିନାପାଲି, ୦୫/୦୪ ( ପରମେଶ୍ୱର ମେହେର ) : ସିନାପାଲି ବ୍ଲକ ଅନ୍ତର୍ଗତ ଯୁଗେନପଦର ଗ୍ରାମରେ ପବିତ୍ର ଗାଦି ଯାତ୍ରା ୨୦୨୬ ଦୁଇ ଦିନ ଧରି ଏପ୍ରିଲ ୫ ଓ ୬ ତାରିଖ (ରବିବାର ଓ ସୋମବାର) ଅନୁଷ୍ଠିତ ହେବ। ଏହି ଯାତ୍ରାକୁ କଦମ୍ବ ବଂଶୀୟ ମରକାମ ପରିବାରର ପାଳନ କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ସୁଚାରୁ ଭାବେ ଆୟୋଜନ କରୁଛନ୍ତି। ସିନାପାଲି, ଯୁଗେନପଦର ଓ ପଲସାପଡାର ଗାଦି ପୀଠଗୁଡ଼ିକରେ ବିଭିନ୍ନ ଦେବଦେବୀଙ୍କ ପୂଜାର୍ଚ୍ଚନା ପାରମ୍ପରିକ ରୀତିନୀତି ଅନୁଯାୟୀ ମହାସମାରୋହରେ ପାଳନ କରାଯିବ। ଏହି ଅବସରରେ ଭକ୍ତମାନଙ୍କର ବ୍ୟାପକ ଭିଡ଼ ହେବା ସହ ସମଗ୍ର ଅଞ୍ଚଳରେ ଧାର୍ମିକ ପରିବେଶ ଓ ଉତ୍ସାହ ଦେଖିବାକୁ ମିଳିବ।
ଯୁଗେନପଦରରେ ଦୁଇ ଦିନିଆ ଗାଦି ଯାତ୍ରା ୨୦୨୬ ଆରମ୍ଭ ଆଜିଠୁ
Sunday, April 05, 2026
0

Tags