ଉଲୁଣ୍ଡା ୧୨/୦୪ (ରାଜେଶ କୁମାର ବାଘ) ସୋନପୁର ଗଡ଼ଜାତର ଅନ୍ୟତମ ପୁରାତନ ଅନୁଷ୍ଠାନ ଉଲୁଣ୍ଡା ବ୍ଲକର କୋଟସମଲାଇ ବାହାରିପଡା । ରଘୁନାଥ ମନ୍ଦିର ନିକଟରେ ଶ୍ରୀ ରଘୁନାଥ ନାଟ୍ୟ କଳାପରିଷଦ ତରଫରୁ ଚଳିତ ବର୍ଷ ୭୫ବର୍ଷ ପ୍ଳାଟିନମ ଜୁବଲି ଶ୍ରୀରାମଲୀଳା ଉତ୍ସବ ୧୮ଦିନ ଧରି ମହାସମାରୋହରେ ପାଳନ କରାଯାଉଛି। ଏପଟେ ମହାସମାରୋହରେ ଶ୍ରୀରାମ ଯଜ୍ଞ ଅନୁଷ୍ଠିତ ହେଉଅଛି।ଚଳିତ ରାମଲୀଳା ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଶ୍ରୀରାମ ଯଜ୍ଞ ।ଗତ ରଜନୀରେ ଲକ୍ଷ୍ମଣ ଶକ୍ତିଭେଦ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ଶ୍ରୀରାମ ଭୂମିକାରେ ଭିକାରୀ ସେଠୀ, ଲକ୍ଷ୍ମଣ ନରେନ୍ଦ୍ର ବାଘ, ହନୁମାନ ଶରଦ କର୍ଣ୍ଣ, ବିଭିଷଣ ସୁବାଷ ବନଛୋର, ସୀତା ବୁଦ୍ଧଦେବ ମେଣ୍ଡିଲି, ଭରତ ବୃଷଭ କର୍ଣ୍ଣ, ରାବଣ ଦିଗାମ୍ବର ଚୈଧୁରୀ ଆଦିଙ୍କ ଅଭିନୟ ଉଚ୍ଚକୋଟିର ଥିଲା। ବାଦ୍ୟଯନ୍ତ୍ରରେ ଜାନକୀରାମ ଦେହେରୀ, ମନୋରଞ୍ଜନ ପାଢୀ, ପୂର୍ଣ୍ଣଚନ୍ଦ୍ର ପାଢୀ, ପଞ୍ଚାନନ ମନ୍ତ୍ରା, ଚମରା ସେଠୀ ସହଯୋଗ କରିଥିଲେ। ଏଥିରେ ପୂଜକ ସରୋଜ ପୂଜାହାରୀ, ଚିତ୍ତରଞ୍ଜନ ପାଢୀ, ହୃଷିକେଶ ପଧାନ,ଜନ୍ମ ବାରକୁଟିଆ,ବୀରମିତ୍ର ପଧାନ,ଅନିଲ ପୁରୋହିତ,ବିଭିଷଣ ସେଠୀ, କିଶୋର ପଧାନ,ଘାସିରାମ ମେଣ୍ଡିଲି, ରଘୁନାଥ ବାରକୁଟିଆ,କାହ୍ନା ଗଡୁଆ,ଅଖୁଜ ଖୁର୍ଡିଆ,ରାମଗୋପାଳ ସେଠୀ ଆଦି ସହଯୋଗ କରିଥିଲେ।ଆଉ ଦୁଇ ଦିନ ନାଟକ ପରିବେଷଣ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।
୭୫ବର୍ଷ ପ୍ଳାଟିନମ ଜୁବଲି କୋଟସମଲାଇ ବାହାରିପଡା ଶ୍ରୀରାମଲୀଳା ଉତ୍ସବ ; "ଲକ୍ଷ୍ମଣ ଶକ୍ତିଭେଦ " ମଞ୍ଚସ୍ଥ
Sunday, April 12, 2026
0

Tags