ବଲାଙ୍ଗିର ୩୧/୦୩ (ଗଣେଶ ଦାସ) : ମଙ୍ଗଳବାର ସକାଳ ୯.୫୦ ରେ ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବଲପୁର, ଡ଼କ୍ଟର ମୁରଲୀଧର ମାଝୀ ବଲାଙ୍ଗିର ଜିଲ୍ଲା ବେଲପଡା କଲେଜକୁ ପରିଦର୍ଶନରେ ଆସି କ୍ଲାସ, ଲାବୋରା୍ଟୋରୀ ଓ ଅନ୍ୟାନ୍ୟ ବିଷୟ ପରିଦର୍ଶନ କରି ଫେରି ଯାଇଛନ୍ତି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେର ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଣ ଶିକ୍ଷକ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । କଲେଜ କ୍ୟାମ୍ପସ ଦେଖି ଆଞ୍ଚଳିକ ନିର୍ଦ୍ଦେଶକ ଖୁସି ହେବା ସହ ସବୁ କାଗଜ ପତ୍ର ଠିକ ଥିବା ଦେଖିବାକୁ ପାଇଥିଲେ। ନିୟମିତ କ୍ଲାସ ଓ ଇଣ୍ଟରନାଲ ପରୀକ୍ଷା ହେଉଥିବା ଦେଖି ବାକୁ ପାଇଥିଲେ। ଅଧ୍ୟକ୍ଷଙ୍କୁ ଶିକ୍ଷାର ମାନ ସର୍ବଦା ବଳବତ୍ତର ରଖି ଅନୁଷ୍ଠାନ ର ଟେକ ରଖିବାକୁ ପରାମର୍ଶ ଦେଇଥିଲେ।
ବେଲପଡା କଲେଜକୁ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ପରିଦର୍ଶନ
Tuesday, March 31, 2026
0

Tags