ଖଗାସା ଶାଖା ଡାକ ଘର୍ ରେ ଆଧାର କେମ୍ପ

ଆଜତକ ଓଡ଼ିଶା
0


ତୁରେକେଲା ୧୪/୦୨ (ବ୍ୟୁରୋ) ଆଧାର କାର୍ଡ ନୂତନ କରିବା ନା ଶୁଣିଲେ ଗାଁ ରୁ ସହର ଓ ସହର ଯାଇ ଦୁକାନ ରେ ଛିଡ଼ା ହେଇ ଲାଇନ ରେ ଲାଗିବା ଭାବି ଆଉ ଇଚ୍ଛା ହୁଏ ନୀ ଆଧାର କରିବା କୁ । ତୁରେକେଲା ବ୍ଲକ ଖଗସା ଗାଁ ଜନସାଧାରଣ ସୁବିଧା ନିମନ୍ତେ ଆଜି ଖଗସା ଶାଖା ପୋଷ୍ଟ ମାଷ୍ଟର ରାଜକୁମାର ଦାସ ଓ ଡାକ ସହାୟକ କଣ୍ଟାବାଞ୍ଜି ଉପ ଡାକଘର ରୁ ସରଥ ସେଠ୍ ଙ୍କ ଆଧାର କେମ୍ପ୍ ହେଇ ଥିଲା ।ଏହି କେମ୍ପ୍ ରେ ୨୫ ରୁ ଉର୍ଦ୍ଧ ନୂତନ ଓ ସଂଶୋଧନ ଆଧାର କାର୍ଡ ହେଇ ଥିଲା। ନୂତନ କିମ୍ବା ଆଧାର ସଂଶୋଧନ କରିବା ପାଇଁ ହେଲେ ଗାଁ ରୁ କଣ୍ଟାବାଞ୍ଜି ୮ କିମି ଯିବା କୁ ପଡ଼ି ଥାଏ।ଏହି ସୁବିଧା ଗାଁ ରେ ହୋଇ ଥିବାରୁ ଗ୍ରାମ ବାସି ଗାଁ ରେ କ୍ୟାମ୍ପ ଓ କମ୍ ଖର୍ଚ୍ଚ ରେ ହେଉ ଥିବାରୁ ଲୋକ୍ ବେଶ୍ ଖୁସି ଅନୁଭବ କରି ଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default