ମାନବିକତା ଉପରେ ପ୍ରଶ୍ନ ଉଠୁଛି, 'ଚାରା' କୁ ଜାଳିଲେ କାହିକି ?

ଆଜତକ ଓଡ଼ିଶା
0

ନୂଆପଡ଼ା : (ବିରବଲ ପ୍ରଧାନ) ସରକାର ପାଣି ପାଗ ଓ ପରିବେଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ସଚେତନ କରୁଛନ୍ତି ସତ କିନ୍ତୁ ମଣିଷ ତା'ର ମାନବିକତା ହଜାଇ ଦେଇଥିବା ଦୃଷ୍ଟିକୁ ଆସୁଛି ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୁଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ସୁନାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚାରା କୁ ଜାଳି ଦିଆଯାଇଛି ।'ଚାରା' କୁ ବୃକ୍ଷରେ ପରିଣତ ହେବାକୁ ଦେଲେନି । ଏହି ଜଳିଥିବା ଚାରା କୁ ଦେଖିଲେ ଲାଗୁଛି ଅନ୍ୟ ସ୍ଥାନରେ ଏମିତି ହୋଇ ନାହିଁ ତ ? ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଆଲୋଚନା ହେଉଛି।

Post a Comment

0 Comments

Please Select Embedded Mode To show the Comment System.*

3/related/default