ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନସ୍ଥ ଆୟତପୁର ଗ୍ରାମ ରେ ମାପାଣ୍ଡବାସୁଣୀଙ୍କ ଚାଳିଶ ତମ ବାର୍ଷିକ କାଠି ଠାକୁରାଣୀ ଙ୍କ ଯାତ୍ରା ଅନୁଷ୍ଠିତ ହେବ । ମାଘ ପୂର୍ଣ୍ଣିମା ଦିନ କାଠି ଠାକୁରାଣୀ ଙ୍କ ଏହି ଯାତ୍ରା ଅନୁଷ୍ଠିତ ହେବ । ମାଘ ପୂର୍ଣ୍ଣିମା ପୂର୍ଵ ଦିନ ର ମଧ୍ୟ ରାତ୍ର ରେ ଜୋତିଶ ବିଦ୍ୟାଅନୁଯାଇ ଖଡ଼ି ପାଠ କରାଯାଇ ମଧ୍ୟ୍ୟରାତ୍ର ସମୟ ରେ କାଠି ଠାକୁରାଣୀଙ୍କ ଆଜ୍ଞାମାଳ ନୀତି କାନ୍ତି ଅନୁଷ୍ଠିତ ହେବ । ଆଜ୍ଞାମାଳ ପରେ ତାପର ଦିନ ସଖାଳୁ କାଠିଠାକୁରାଣୀଙ୍କ ପୂଜା ପାଠ ଅନୁଷ୍ଠିତ ହେବ । ଏହି କାଠିଠାକୁରାଣୀ ଯାତ୍ରା ଉକ୍ତ ଗ୍ରାମ ରେ ଚାରି ଦିନ ବ୍ୟପି ଅନୁଷ୍ଠିତ ହେବ ବୋଲି ଗ୍ରାମ ବାସିଙ୍କ ଠାରୁ ପ୍ରକାଶ।
ଆସନ୍ତା ଫେବୃଆରୀ ମାଷରେ ମାପାଣ୍ଡବାସୁଣୀଙ୍କ ବାର୍ଷିକ କାଠି ଠାକୁରାଣୀ ଯାତ୍ରା
Tuesday, January 13, 2026
0