ନୁଆପଡ଼ା : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପଣ୍ଡରାପଥର ଠାରେ ମଦର ଟେରେସା ପକ୍ଷରୁ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ କରା ଯାଇଛି। ସାଙ୍ଗଠନିକ କାର୍ଯ୍ୟସୂଚୀ ଅନୁଯାଇ ୮.୧୫ ରେ ପତାକା ଉତୋଳନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବୁଲୁ ତ୍ରିପାଠୀ ଓ ସଙ୍ଗଠନ ସଙ୍ଗଠକ ଶେଷଦେବ ପ୍ରଧାନୀ ପରିଚାଳନା କରିଥିଲେ ଓ ସମାଜ ରେ ଜନହିତକର କାର୍ଯ୍ୟକ୍ରମ ଉପରେ ଓ ମହାତ୍ମାଗାନ୍ଧୀ ଙ୍କ ସେବା ଉପରେ ସମ୍ୟକ ଆଲୋଚନା କରଥିଲେ । ଏହି କାର୍ଯ୍ୟକ୍ରମ ରେ ସତ୍ୟବ୍ରତ ସାମଲ, ତେଜୁରାମ ନାଏକ, ନୁରାଧର ପ୍ରଧାନ, ମାଳତି ଲତା, ଗୋପାଳ ନାଏକ,ତପନ ତେଜୁ, ଯୋଶବନ୍ତ ସାହୁ ବିଶେଷ ସହଯୋଗ କରିଥିଲେ।
ମଦର ଟେରେସା ସେବା ସଙ୍ଗଠନ ତରଫରୁ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ
Tuesday, January 27, 2026
0