ବଲାଙ୍ଗିର : (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡା ରେ କଲେଜର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱ ରେ ଆଜି ସକାଳ ୧୧.୦୫ ରେ "ବନ୍ଦେ ମାତରମ" ସାମୁହିକ ଗାନ ଛାତ୍ର ଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ଙ୍କୁ ନେଇ ପାଳିତ ହୋଇଯାଇଛି । ଏହା ପରେ ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର ଙ୍କ ସଂଯୋଜନା ରେ ଜାତୀୟ ଯୁବ ଦିବସ ପାଳିତ ହୋଇଛି । ଏହି ସଭାରେ ମନୋଜ କୁମାର ମହାଖୁଡ଼ ସ୍ୱାମୀ ବିବେକାନନ୍ଦ ଙ୍କ ସ୍ମୃତି ଚାରଣ କରି ଯୁବ ପୀଢ଼ି ଙ୍କୁ ଆତ୍ମବିଶ୍ୱାସୀ ହେବା ପାଇଁ ଉପଦେଶ ଦେଇଥିଲେ.ମ । ଅଧ୍ୟକ୍ଷ ଶ୍ରୀଯୁକ୍ତ ମେହେର ଛାତ୍ର ଛାତ୍ରୀ ଙ୍କୁ ସ୍ୱାବଲମ୍ବୀ ହେବା ସହ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।
ବେଲପଡା କଲେଜରେ ଜାତୀୟ ଯୁବ ଦିବସ ଓ ବନ୍ଦେ ମାତରମ ପାଳିତ
Monday, January 12, 2026
0