ବୋଡ଼େନ (ପରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନାରେ ନୂତନ ଆଇ ଆଇ ସି ଧର୍ମେନ୍ଦ୍ର ଭୁଏ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ନୂଆପଡ଼ା ଜିଲ୍ଲା ପୋଲିସ ହେଡକ୍ୱାଟର୍ସରେ କାର୍ଯ୍ୟରତ ଥିଲେ। ପୋଲିସ ତରଫରୁ ନୂତନ ଆଇ ଆଇ ସି ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସ୍ବାଗତ ସମ୍ବର୍ଦ୍ଧନା ସମୟରେ ଏସ ଆଇ ମଞ୍ଜୁଲତା ଖଡେଙ୍ଗା , ଖିରସିନ୍ଧୁ ମାଝୀ, ବିଘ୍ନରାଜ ମାଝୀ ,ସରୋଜ କୁମାର ସ୍ବାଇଁଙ୍କ ସମେତ ବୋଡ଼େନ ଥାନାର ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ନୂତନ ଆଇ ଆଇ ସି ଜନସାଧାରଣଙ୍କୁ ନିରପେକ୍ଷ ଭାବରେ ସୁଶାସନ ଦିଗରେ ନ୍ୟାୟଯୁକ୍ତ ସେବା ଯୋଗାଇଦେବେ ବୋଲି ମତ ବ୍ୟକ୍ତ କରିଛନ୍ତି ।
ବୋଡ଼େନ ଥାନାରେ ନୂତନ ଆଇ ଆଇ ସି ଧର୍ମେନ୍ଦ୍ର ଭୁଏ ଙ୍କ ଯୋଗଦାନ
Sunday, January 25, 2026
0