'ଜିରୋ ନାଇଟ୍’ରେ ରକ୍ତଦାନ କରି ନୂତନ ବର୍ଷ ୨୦୨୬କୁ ସ୍ୱାଗତ ସମାଜକୁ ସଚେତନ ବାର୍ତ୍ତା ଦେଲେ ଯୁବ ସମାଜସେବୀ ସତ୍ୟନାରାୟଣ ହୋତା

ଆଜତକ ଓଡ଼ିଶା
0


ବଲାଙ୍ଗିର : (ନ୍ୟୁଜ ବ୍ୟୁରୋ) ନୂତନ ବର୍ଷ ୨୦୨୬କୁ ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ବାର୍ତ୍ତା ସହିତ ସ୍ୱାଗତ କରିଛନ୍ତି ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ‘ଲିବ୍ରେଶନ’ର ଅଧ୍ୟକ୍ଷ ଯୁବ ସମାଜସେବୀ ସତ୍ୟନାରାୟଣ ହୋତା। ଗତ ୩୧ ଡିସେମ୍ବର ରାତି ଠିକ୍ ୧୨ଟା ‘ଜିରୋ ନାଇଟ୍’ ସମୟରେ ସେ ବଲାଙ୍ଗିର ରକ୍ତଭଣ୍ଡାରରେ କର୍ମଚାରୀ ବିରଞ୍ଚି କର୍ମୀଙ୍କ ଉପସ୍ଥିତିରେ ୩୨ତମ ଥର ପାଇଁ ରକ୍ତଦାନ କରିଥିଲେ। ନୂତନ ବର୍ଷକୁ ଉତ୍ସବ ଠାରୁ ଅଧିକ ସମାଜ ସେବାରେ ପରିଣତ କରିଥିବା ଏହି ପଦକ୍ଷେପକୁ ନେଇ ବୁଦ୍ଧିଜୀବୀ ମହଳରେ ପ୍ରଶଂସାର ହୁରି ଛୁଟୁଛି ।

Post a Comment

0 Comments

Please Select Embedded Mode To show the Comment System.*

3/related/default