ଧର୍ମଗଡ, (ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ରେ ବିଭାଜନ ସ୍ଥରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହେଉଛି,କାର୍ଯ୍ୟକ୍ରମ ରେ ଧର୍ମଗଡ ବାମ କେନାଲ ବିଭାଜନ ଦୁଇର ଯନ୍ତ୍ରୀ ଇଂ ଅକ୍ଷୟ କୁମାର ଭୋଇ ଙ୍କ ସଭାପତିତ୍ବ ରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ,ମୁଖ୍ୟ ବକ୍ତା ଭାବରେ କର୍ତ୍ତବ୍ୟ ଅନୁଷ୍ଠାନ ର କର୍ମଚାରୀ ରାଜେଶ୍ କୁମାର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବରେ ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ,ଧର୍ମଗଡ ଏକ ୧ ନମ୍ୱର ଜୋନ ର ଜିଲ୍ଲା ପରିଷଦ ଗୋପୀନାଥ ମହାନନ୍ଦ,ସମେତ ଅନ୍ୟାନ୍ୟ ଅତିଥି ଉପସ୍ଥିତି ହୋଇ ବିଭିନ୍ନ ଜଳସେଚନ ,ଜଳର ସୁବିନିଯୋଗ ଓ ପାଣି ପଞ୍ଚାୟତର ସୁପରିଚାଳନା ,କୃଷକ ମାନଙ୍କୁ ସରକାରୀ ଯୋଜନା ଉପରେ ସଚେତନତା କରିବା, ବର୍ଷା ଜଳର ସଂରକ୍ଷଣ ଉପରେ ବକ୍ତବ୍ୟ ରଖିଥିଲେ,ଜଳ ପରିଚାଳନା ସମ୍ପର୍କ ରେ ଜନସଚେନତା ଲକ୍ଷ୍ୟ ରେ ଅଷ୍ଟମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପୂର୍ବ ଅନୁଷ୍ଠିତ ପ୍ରଭଦ୍ଧ ଲିଖନ , ଚିତ୍ରାଙ୍କନ ,ବକୃତା ଏବଂ ମଡେଲ ପ୍ରଦର୍ଶନି ପ୍ରତିଯୋଗିତା ବିଜେତା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା, କାର୍ଯ୍ୟକ୍ରମ କୁ ସରକାରୀ ନିର୍ବାହୀ ଯନ୍ତ୍ରୀ କୁନ୍ଦନ ମେହେର ପରିଚାଳନା କରିଥିଲେ ।
ଧର୍ମଗଡ ପାଣି ପଞ୍ଚାୟତ ପକ୍ଷ ପାଳିତ
Wednesday, January 07, 2026
0

Tags