ମୁରିବାହାଲ ୧/୧୨ (ଆଜତକ ଓଡିଶା) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଦୀର୍ଘ ଦିନ ହେବ ଗଛରେ ଝୁଲି ରହିଛି ଶୁଖିଲା ଡାହି ଓ ସନ୍ଧ୍ୟା ହେଲେ ଅନ୍ଧାର ପରିସର ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ସୁରକ୍ଷିତରେ ନଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି । ଦିନକୁ ଦିନ ଶହ ଶହ ରୋଗୀ ମୁରିବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଭର କରୁଛନ୍ତି କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନ୍ଧକାର ହେତୁ ରୋଗୀ ମାନେ ନାହିଁ ନ ଥିବାର ଅସୁବିଧା ଦେଖାଦେଇଛି । ଅନ୍ୟ ପକ୍ଷରେ ରୋଗୀଙ୍କ ପାଇଁ ପିଇବା ପାଣିର ସମସ୍ୟା ମଧ୍ୟ ଦେଖାଯାଇଛି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ରୋଗୀ କଲ୍ୟାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ, ମୁରିବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାର ବିପରୀତ ହେଉଛି । ରୋଗୀଙ୍କ ମାନଙ୍କ ପାଇଁ ବେଡ଼ର ମଧ୍ୟ ସମସ୍ୟା ଦେଖା ଯାଉଥିବା ବେଳେ ନର୍ସ ଓ ଡାକ୍ତର ମାନେ କାର୍ଯ୍ୟ ସମୟରେ ତାଙ୍କ ବାସସ୍ଥାନରେ ରହୁଛନ୍ତି ଯାହାଦ୍ଵାରା ରୋଗୀମାନେ ତାଙ୍କ ବାସସ୍ଥାନ କୁ ଡାକିବାକୁ ଯାଉଥିବାର ଦେଖାଯାଉଛି । ଏହି ବିଷୟରେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଗଛ କାଟିବାପାଇଁ କୁହାଯାଇଛି ଶୀଘ୍ର କଟାଯିବ ବୋଲି ଡ଼. ମେହେର କହିଛନ୍ତି । ତେବେ ପ୍ରଶାସନ ଏଥିପ୍ରତି କେବେ ଦୃଷ୍ଟି ଦେବ ତାହା ବାକିରହିଲା ।
ସୁରକ୍ଷାରେ ନାହିଁ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଝୁଲି ରହିଛି ଶୁଖିଲା ଗଛ, ପ୍ରଶାସନର ଦୃଷ୍ଟିଗୋଚର ନାହିଁ
Monday, December 01, 2025
0

Tags