ଜଳେଶ୍ଵର, ୦୪/୧୨(ଜଗନ୍ନାଥ ଗୋଛାୟତ) ଜଳେଶ୍ବର ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ୟୁନିଟ୍ ତରଫରୁ ବିଶ୍ବ ଏଡସ୍ ଦିବସ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଅଛି। ଏହି ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ଜଳେଶ୍ଵର ବ୍ଲକ କାର୍ଯ୍ୟାଳୟ ବଡ଼ବଜାର ଛକ ହୋଇ ସହର ପରିକ୍ରମା ପୂର୍ବକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ଛାତ୍ର ଛାତ୍ରୀ ମାନେ ନିଶା ନିବାରଣ ଓ ଏଡସ୍ ସଚେତନତା ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଅଧକ୍ଷ ସରୋଜ କୁମାର ମହାନ୍ତି ଓ ଯୁବ ରେଡ୍ କ୍ରସ୍ କାଉନସିଲର ଜ୍ଞାନ ରଞ୍ଜନ ଜେନା ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ଶ୍ରବଣ କୁମାର ନାଥ, ଅଶୋକ କୁମାର ରଥ, ନିରଞ୍ଜନ ପରିଡ଼ା, ଆଶୁତୋଷ ପାତ୍ର, ସୌମ୍ୟରଞ୍ଜନ ମହାନ୍ତି, ମୋନାଲିସା ଚାନ୍ଦ, ନିଶ୍ଚଳ କୁମାର ଘଡ଼େଇ, ପ୍ରମୁଖ ସହଯୋଗ କରିଥିଲେ।
ବିଶ୍ବ ଏଡସ୍ ଦିବସ ସଚେତନତା ଶୋଭାଯାତ୍ରା
Thursday, December 04, 2025
0

Tags