ନୂଆପଡ଼ା ୧୩/୧୨ : ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ଼ ଗ୍ରାମରେ ବିରାଟ ଆଞ୍ଚଳିକ ଧନୁଯାତ୍ରା ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଛି। ଏହି ଧନୁଯାତ୍ରା ଆସନ୍ତା ୧୭ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଅନୁଷ୍ଠିତ ହେବା ଏହି ଧନୁଯାତ୍ରାରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଅଞ୍ଚଳରେ ଲୁକ୍କାୟିତ ହୋଇ ରହିଯାଇଥିବା କଳାକାରମାନଙ୍କୁ ସୁଯୋଗ ଦିଆଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଭୂମି ପୂଜନରେ ଆୟୋଜକ କମିଟିର ସଭାପତି ଅମିତ ଅହିର, ଉପସଭାପତି ଦୁଃଖଭଞ୍ଜନ ନାୟକ, ନବୀନ ମହରା, ସନ୍ଦୀପ ମହରା, ଘାସିରାମ ଭୋଇ, ଲିଙ୍ଗରାଜ ଗହୀର, ଦେବ ଗହିର, କ୍ଷିରୋଦ ତାଣ୍ଡି,ଚିନ୍ମୟ ପାଣିଗ୍ରାହୀ, ଫକୀର କାଣ୍ଡ, ଗୋପାଳ ତାଣ୍ଡି, କ୍ଷୀରୋଦ ତାଣ୍ଡି, ଟୁନା ସୁନାନୀ, ଦେବାଶିଷ ଗହୀର, ଘନ ତାଣ୍ଡି, ଗୋପୀ ଅହୀର, ତାମ୍ରଧ୍ବଜ ଅହୀରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ତରବୋଡ଼ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପାଇଁ ଭୂମିପୂଜନ
Friday, December 12, 2025
0