ବୋଡେ଼ନ (ପରମେଶ୍ୱର ମେହେର) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କେଶରାଜପୁର ଆଦର୍ଶ ବିଦ୍ୟାଳୟରେ କ୍ରୀଡା ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛ। ମଶାଲ ଯାତ୍ରା କେଶରାଜପୁର ମାଟି ଦେବି ରୁ ବାହାରି ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀ ଙ୍କୁ ପ୍ରଦାନ କରିଥିଲେ। କ୍ରୀଡା ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । କ୍ରୀଡାବିତ ମାନେ ନୀତି ନିୟମ, ଶୃଙ୍ଖଳା, ନିରପେକ୍ଷରେ କ୍ରୀଡା ଉତ୍ସବ ଭାଗ ନେବାକୁ ଆହ୍ବାନ କରି ସଂକଳ୍ପ ଗ୍ରହଣ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମଟାରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା । ଆଜି ଉଡ଼ାଯାପିତ ଉତ୍ସବରେ ବୋଡେ଼ନ ଥାନା ଅଧିକାରୀ ବି.ରୁଦ୍ରୀୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସୁନାପୁର ସରପଞ୍ଚ ମୁକ୍ତା ରାଉତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟ ର ଶିକ୍ଷୟତ୍ରୀ ଅନିମା ବାରିକ,ଲିଲି ପଟେଲ, ରମ୍ଭା ବେହେରା, ଯଦୁମଣି ବାରିକ,ନରୋତ୍ତମ ବାଗ, ରଞ୍ଜନ ବଘେଲ, କ୍ଷେତ୍ର ମାଝୀ, ମନୋଜ ବେହେରା, ସାଗର ମହାନ୍ତି, ଲକ୍ଷ୍ମଣ ବରିହା, ପଙ୍କଜ ମାଝୀ,ସତ୍ୟ ପ୍ରକାଶ ଦଣ୍ଡସେନା, ସାଗର ମହାନ୍ତି, ଶୁଭଶ୍ରୀ ସାହୁ,ତପେଶ୍ୱର ମେହେର,ରାମଚନ୍ଦ୍ର ମାଝୀ,ଶାରୀରିକ ଶିକ୍ଷକ ଅଂଶୁମାନ ପଣ୍ଡା ତତ୍ତ୍ଵାବଧାନରେ ୫୦, ୧୦୦,ମିଟର ଦୌଡ,ଉଚ୍ଚ ଡିଆ, ଲମ୍ବ ଡିଆ, ବେଡ଼ ମିଣ୍ଟନ, ସଟ ଫୁଟ ଆଦି ୨୮ ପ୍ରକାର ର ଚାରି ବିଭାଗ ଖେଳ ହୋଇଥିଲା । ଶେଷରେ ବିଦ୍ୟାଳୟ ର କିଷନ କହ୍ନେୟା ପଟେଲ ଧନ୍ୟବାଦ ଦେଇଥିଲେ ।
ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
Saturday, December 06, 2025
0

Tags