ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗ୍ରାମର ନୃତ୍ୟ ଗୁରୁ ସନ୍ତୋଷ ମହାରଣା ସମୂର୍ଦ୍ଧିତ

ଆଜତକ ଓଡ଼ିଶା
0


ପୁରୀ:୨୨/୨୫ ନାନୋ ଅର୍ନ୍ତଜାତୀୟ ଶିଶୁ ସିନେମା ଉତ୍ସବ ଓ ଶିଶୁ ବିକାଶ ଉତ୍ସବ ରେ ନୃତ୍ୟ ଗୁରୁ ଶ୍ରୀଯୁକ୍ତ ସନ୍ତୋଷ ମହାରଣା ପୁରୀ ପୂର୍ବତନ ବିଧାୟକ ଙ୍କ ଦ୍ଵାରା ସମ୍ମାନିତ । ନାନୋ ଅର୍ନ୍ତଜାତୀୟ ଶିଶୁ ସିନେମା ଓ ଶିଶୁ ବିକାଶ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇସାରିଛି । ଏହି ଉତ୍ସବ ଟି ୩ ଦିନ ଧରି ଚାଲିରହିଥିଲା ଏହି କାର୍ଯ୍ୟକ୍ରମରେ ପୁରୀ ସହର ବା ଗ୍ରାମ ଅଞ୍ଚଳରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ନୃତ୍ୟ ଛାତ୍ର ଛାତ୍ରୀ ଏହି ପ୍ରତି ଯୋଗିତାରେ ଭାଗ ନେଇଥିଲେ ଯଥା ପୁରୀ ଟାଉନ ରେ ଥିବା ୟୁରୋଟେକ୍ ନୃତ୍ୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ଗଣ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଚିତ୍ରାଙ୍କନ, ଓଡ଼ିଶୀ ନୃତ୍ୟ, ଆଧୁନିକ ନୃତ୍ୟ ଏବଂ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ର ଛାତ୍ରୀ ମାନେ ବହୁ ମାତ୍ରାରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି କ୍ରିତି ଲାଭ କରିଥିଲେ ।

Post a Comment

0 Comments

Please Select Embedded Mode To show the Comment System.*

3/related/default