କାମ ରେ ନୁହେଁ କାର୍ଯ୍ୟ ରେ ବି ବିଶ୍ୱାସ କରେ ବିଜେପି ସରକାର
କଣ୍ଟାବାଞ୍ଜି/ତୁରେକେଲା ୨୨/୧୨ ଆଜି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ତଥା ତୁରେକେଲା , ବଙ୍ଗୋମୁଣ୍ଡ ଓ ମୁରିବହାଲ ବ୍ଲକ କୁ ଆଜି ପରିଦର୍ଶନ କରିଥିଲେ। ପ୍ରଥମ ମେ କଣ୍ଟାବାଞ୍ଜି ରେ ହେଉ ଥିବା ନୂତନ ପାଣିଟାଙ୍କି କୁ ଯାଇ ନିଜେ କାମ ର ତଦାରଖ କରି ଅତି ଶୀଘ୍ର ସାରିବାକୁ କହିଥିଲେ।ପରେ କଣ୍ଟାବାଞ୍ଜି କଲେଜ୍ ରେ ତିଆରି ହେଇଥିବା ବିଭିନ୍ନ କାମ ଯେମିତି ନୂଆ ସାଇନ୍ସ ଲେବ ରୁମ୍ କୁ ବୁଲି ଦେଖି ଥିଲେ । ପରେ ସେଠି ଥିବା ଗାର୍ଲ୍ସ ହଷ୍ଟେଲ କୁ ଯାଇ ଥିଲେ ସେଠୀ ନିଜେ ସବୁ ଆଡେ ବୁଲି ଝିଅ ମାନଙ୍କୁ ଭେଟି ତାଙ୍କ ସମସ୍ୟା ପଚାରି ସମାଧାନ କରି ଥିଲେ। ହଷ୍ଟେଲ ଭିତରେ ରେ ଗୋଟେ ନୂତନ ନଳକୂପ ହେଲେ ଭଲ ହେବ ବୋଲି ଝିଅ ମାନେ କହିଥିଲେ। ଆଗ କୁ କିଛି ଅସୁବିଧା ହେଲେ ଜଣାଇବେ ବୋଲି ଶ୍ରୀ ବାଗ କହିଥିଲେ। ପରେ ସେଠୁ ଅନ୍ୟ ଦୁଇ ଟି ବ୍ଲକ କୁ ଯାଇ ବିଭିନ୍ନ କାମ ଦେଖି ଥିଲେ । ବିଗତ ୨୪ ବର୍ଷ ଶାସନ ରେ ଯେତେ ବିଧାୟକ ହେଇ ଥିଲା କେବେ କେଉଁ ବିଧାୟକ ଏପରି ଗ୍ରାଉଣ୍ଡ ଜିରୋ କୁ ଯାଇ ତଦାରଖ କରି ନ ଥିଲେ ।ତେବେ ବିଜେପି ସରକାର କଥା ରେ ନୁହେଁ କାମ ରେ କରି କି ଦେଖାଏ ବୋଲି ସକ୍ଷାର କରିଛନ୍ତି ଶ୍ରୀ ବାଗ ।ଏପରି କାର୍ଯ୍ୟ କଲାପ କୁ ଦେଖି ବିଧାୟକ ହେବ ତୋ ଏମିତି ବୋଲି ଅଞ୍ଚଳ ବାସୀ ଭୂରି ଭୂରି ପ୍ରଶଂସା କରୁଥିବା ଶୁଣିବା କୁ ମିଳିଥିଲା।

