ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ସହର କୁ ଟ୍ରାଫିକ ସମସ୍ୟା ରୁ ମୁକ୍ତି ପାଇଁ ଜ଼ିଲ୍ଲାପାଳ ଙ୍କ ଆଦେଶ କ୍ରମେ ପ୍ରତିଦିନ ସକାଳ ୯ ଟା ରୁ ରାତି ୮ଟା ପର୍ଯ୍ୟନ୍ତ ସହର ଭିତର କୁ ଭାରୀଯାନ ଚଲାଚଲ ଉପରେ କଟକଣା ଥିବା ସତ୍ୱେ କାହାକୁ ଖାତିର ନ କରି ଅନ୍ତ ରାଜ୍ୟ ଟ୍ରକ ବଙ୍ଗୋମୁଣ୍ଡା ପଟୁ ଦ୍ରୁତ ଗତିରେ (କେଏ ୩୫ ସି ୨୮୮୭) (କେଏ ୩୫ ସି ୨୮୯୪) ( ବିଆର ୨୪ ଜିସି ୭୪୭୭) (ବିଆର ୨୪ ଜିଡ଼ି ୨୭୭୯ ) ଚାରୋଟି ଗାଡି ସହର ଭିତରକୁ ଏଣ୍ଟ୍ରି ମାରି ଥିଲା ସାଙ୍ଗେ ସାଙ୍ଗେ ସିନ୍ଧେକେଲା ପୋଲିସ ଖବର ପାଇ ଇଲେକ୍ଟ୍ରି କାର୍ଯ୍ୟାଳୟ ସମ୍ମୁଖ ଓ ଚେକ ଗେଟ ସମ୍ମୁଖରେ ଗାଡି ଗୁଡିକୁ ଅଟକାଇ ପ୍ରତି ଗାଡି ପିଛା ଦୁଇ ହଜାର ଟଙ୍କା ଫାଇନ ଚାଲାଣ କାଟି ଗାଡ଼ି ଗୁଡିକୁ ଛାଡ଼ି ଦେଇଥିଲା ଏହି ଫାଇନ ଆଦାୟ ରେ ଡିସେମ୍ବର ବାଗ, ଅନିଲ ଷଡ଼ଙ୍ଗୀ ସହିତ କିଛି ସିପାହି ସାମିଲ ହୋଇଥିଲେ।
ସହର ଭିତରକୁ ଭାରୀଯାନ କଟକଣା ଥିବା ସତ୍ୱେ ଏଣ୍ଟ୍ରି କରିଥିବା ଗାଡିକୁ ଫାଇନ କାଟି ଛାଡିଲା ପୋଲିସ
Friday, December 05, 2025
0

Tags